Home Top News ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୧୩୨ ନୂଆ ଆକ୍ରାନ୍ତ ଚିହ୍ନଟ, ୧୯୩...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୧୩୨ ନୂଆ ଆକ୍ରାନ୍ତ ଚିହ୍ନଟ, ୧୯୩ ମୃତ

20

ନୂଆ ଦିଲ୍ଲୀ ୧୧-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୧୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨,୨୭,୩୪୭ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୬୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୨,୯୩,୪୭୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨୧,୫୬୩ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୯୯% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୭୧,୬୦୭ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୩,୬୨୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୯୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୦,୭୮୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୬୮%

ଆରୋଗ୍ୟ ହୋଇଛନ୍ତି ୯୭.୯୯%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୯୫, ୧୯, ୮୪, ୩୭୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪୬, ୫୭, ୬୭୯

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୮, ୩୬, ୩୧, ୪୯୦ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୦, ୩୫, ୭୯୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦ ୭୪୯୪ ୧୨୯
ଆନ୍ଧ୍ରପ୍ରଦେଶ ୭୯୪୪ ୨୦୩୫୦୫୪ ୮୧୦ ୧୪୨୫୪
ଅରୁଣାଚଳ ପ୍ରଦେଶ ୨୬୬ ୫୪୩୫୪ ୩୮ ୨୮୦
ଆସାମ ୩୯୫୨ ୫୯୫୦୯୧ ୨୪୦ ୫୯୨୬
ବିହାର ୩୫ ୭୧୬୩୦୦ ୧୧ ୯୬୬୧
ଚଣ୍ଡିଗଡ଼ ୩୮ ୬୪୪୨୧ ୮୨୦
ଛତିଶଗଡ ୨୦୫ ୯୯୧୭୫୫ ୨୯ ୧୩୫୭୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୬୬
ଦିଲ୍ଲୀ ୩୪୭ ୧୪୧୩୭୫୯ ୫୮ ୨୫୦୮୯
୧୦ ଗୋଆ ୭୧୦ ୧୭୩୦୭୪ ୯୩ ୩୩୨୯
୧୧ ଗୁଜୁରାଟ ୧୮୩ ୮୧୫୮୭୨ ୧୭ ୧୦୦୮୬
୧୨ ହରିୟାଣା ୨୭୩ ୭୬୦୮୪୫ ୧୭ ୯୮୭୫
୧୩ ହିମାଚଳ ପ୍ରଦେଶ ୧୩୪୫ ୨୧୫୪୩୦ ୧୦୮ ୩୭୦୪
୧୪ ଜାମ୍ମୁ କାଶ୍ମୀର ୧୦୯୧ ୩୨୫୦୧୬ ୧୦୮ ୪୪୨୬
୧୫ ଝାଡଖଣ୍ଡ ୧୦୮ ୩୪୩୧୦୯ ୫୧୩୫
୧୬ କର୍ଣ୍ଣାଟକ ୧୦୧୮୩ ୨୯୩୨୯୫୯ ୬୩୭ ୩୭୮୮୫ ୧୦
୧୭ କେରଳ ୧୧୧୬୭୬ ୪୬୫୬୮୬୬ ୧୨୬୫୫ ୨୬୨୫୮ ୮୫
୧୮ ଲଦାଖ ୫୨ ୨୦୫୯୨ ୨୦୮
୧୯ ଲକ୍ଷଦୀପ ୧୦୩୧୧ ୫୧
୨୦ ମଧ୍ୟପ୍ରଦେଶ ୧୦୩ ୭୮୧୯୯୫ ୧୧ ୧୦୫୨୩
୨୧ ମହାରାଷ୍ଟ୍ର ୩୭୦୪୩ ୬୪୦୧୨୮୭ ୧୮୨୩ ୧୩୯୫୪୨ ୨୮
୨୨ ମଣିପୁର ୧୭୨୯ ୧୧୮୩୮୯ ୧୩୪ ୧୮୮୫
୨୩ ମେଘାଳୟ ୧୧୫୨ ୭୯୮୫୦ ୧୨୬ ୧୪୨୧
୨୪ ମିଜୋରାମ ୧୪୨୯୫ ୯୧୪୮୫ ୧୬୩୮ ୩୫୬
୨୫ ନାଗାଲାଣ୍ଡ ୨୫୯ ୩୦୫୧୯ ୨୬ ୬୭୧
୨୬ ଓଡ଼ିଶା ୪୬୯୮ ୧୦୧୮୭୪୯ ୪୩୮ ୮୨୪୯
୨୭ ପୁଡୁଚେରୀ ୬୫୮ ୧୨୪୫୪୯ ୫୫ ୧୮୪୬
୨୮ ପଞ୍ଜାବ ୨୩୪ ୫୮୫୧୧୧ ୨୨ ୧୬୫୩୧
୨୯ ରାଜସ୍ଥାନ ୩୭ ୯୪୫୩୬୮ ୮୯୫୪
୩୦ ସିକ୍କିମ୍ ୨୬୮ ୩୧୦୧୧ ୨୩ ୩୮୮
୩୧ ତାମିଲନାଡୁ ୧୬୧୩୦ ୨୬୨୬୩୫୨ ୧୪୩୬ ୩୫୭୮୩ ୧୫
୩୨ ତେଲେଙ୍ଗାନା ୪୨୩୫ ୬୫୯୭୨୨ ୨୧୪ ୩୯୩୦
୩୩ ତ୍ରିପୁରା ୧୨୧ ୮୩୩୨୩ ୧୭ ୮୧୬
୩୪ ଉତ୍ତରାଖଣ୍ଡ ୧୭୨ ୩୩୬୧୦୦ ୭୩୯୬
୩୫ ଉତ୍ତରପ୍ରଦେଶ ୧୪୧ ୧୬୮୬୯୧୭ ୧୩ ୨୨୮୯୬
୩୬ ପଶ୍ଚିମବଙ୍ଗ ୭୬୪୯ ୧୫୪୯୭୮୩ ୭୩୪ ୧୮୯୦୫ ୧୧
ମୋଟ ୨୨୭୩୪୭ ୩୩୨୯୩୪୭୮ ୨୧୫୬୩ ୪୫୦୭୮୨ ୧୯୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.