Home Coronavirus Outbreak ଆଜି ୩୦ ଜିଲ୍ଲାରୁ ୩୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୨୨୨୭୩୪ କୁ...

ଆଜି ୩୦ ଜିଲ୍ଲାରୁ ୩୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୨୨୨୭୩୪ କୁ ବୃଦ୍ଧି

107

ଭୁବନେଶ୍ୱର ୧-୧୦ (ଓଡ଼ିଆ ପୁଅ) ଆଜି ୩୦ ଜିଲ୍ଲାରୁ ୩୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୨୨୭୩୪ କୁ ବୃଦ୍ଧି କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।

ନୂଆ ଆକ୍ରାନ୍ତ: ୩୬୧୫
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୧୧୮
– ସ୍ଥାନୀୟ ଅଞ୍ଚଳରୁ୧୪୯୭
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧୮୮
୨- ବାଲେଶ୍ୱର ଜିଲ୍ଲାରୁ – ୯୬
୩- ବରଗଡ଼ ଜିଲ୍ଲାରୁ – ୮୬
୪- ଭଦ୍ରକ ଜିଲ୍ଲାରୁ – ୬୧
୫- ବଲାଙ୍ଗୀର ଜିଲ୍ଲାରୁ – ୮୧
୬- ବୌଦ୍ଦ ଜିଲ୍ଲାରୁ – ୨୦
୭- କଟକ ଜିଲ୍ଲାରୁ – ୩୭୧
୮- ଦେବଗଡ଼ ଜିଲ୍ଲାରୁ – ୧୨
୯- ଢେଙ୍କାନାଳ ଜିଲ୍ଲାରୁ – ୬୦
୧୦- ଗଜପତି ଜିଲ୍ଲାରୁ – ୨୯
୧୧- ଗଞ୍ଜାମ ଜିଲ୍ଲାରୁ – ୪୨
୧୨- ଜଗତସିଂହପୁର ଜିଲ୍ଲାରୁ – ୮୩
୧୩- ଯାଜପୁର ଜିଲ୍ଲାରୁ – ୧୪୪
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୦୬
୧୫- କଳାହାଣ୍ଡି ଜିଲ୍ଲାରୁ – ୧୦୬
୧୬- କନ୍ଧମାଳ ଜିଲ୍ଲାରୁ – ୫୯
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୧୯
୧୮- କେନ୍ଦୁଝର ଜିଲ୍ଲାରୁ – ୧୦୯
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୬୭୧
୨୦- କୋରାପୁଟ ଜିଲ୍ଲାରୁ – ୪୭
୨୧- ମାଲକାନଗିରି : ୧୨୩
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୨୩
୨୩- ନବରଙ୍ଗପୁର ଜିଲ୍ଲାରେ: ୫୭
୨୪- ନୟାଗଡ଼ ଜିଲ୍ଲାରୁ – ୬୪
୨୫- ନୂଆପଡ଼ା ଜିଲ୍ଲାରୁ – ୬୬
୨୬- ପୁରୀ ଜିଲ୍ଲାରୁ – ୧୯୭
୨୭- ରାୟଗଡ଼ା ଜିଲ୍ଲାରୁ – ୩୯
୨୮- ସମ୍ବଲପୁର ଜିଲ୍ଲାରୁ – ୭୩
୨୯- ସୋନପୁର ଜିଲ୍ଲାରୁ – ୭୦
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୭୩
୩୧- State Pool: ୨୪୦
ଗତକାଲି ସୁସ୍ଥ ହୋଇଥିଲେ : ୪୨୧୯
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୩୦୦୬୪୪
– ମୋଟ ଆକ୍ରାନ୍ତ ୨୨୨୭୩୪
– ମୋଟ ସୁସ୍ଛ ହୋଲେଣି ୧୮୫୭୦୦
– ସକ୍ରୀୟ ଆକ୍ରାନ୍ତ – ୩୬୧୨୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.