– ନୂଆ ଆକ୍ରାନ୍ତ: ୨୨୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୯୩
– ସ୍ଥାନୀୟ ଅଞ୍ଚଳରୁ ୩୬
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ – ୯୫
– ୧୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧
୨- ବାଲେଶ୍ୱର ଜିଲ୍ଲାରୁ – ୨୪
୩- ବରଗଡ଼ ଜିଲ୍ଲାରୁ – ୧
୪- ବଲାଙ୍ଗୀର ଜିଲ୍ଲାରୁ : ୭
୫- ବୌଦ୍ଦ ଜିଲ୍ଲାରୁ – ୩
୬- କଟକ ଜିଲ୍ଲାରୁ – ୧୨
୭- ଦେବଗଡ଼ ଜିଲ୍ଲାରୁ – ୧
୮- ଗଜପତି ଜିଲ୍ଲାରୁ – ୧
୯- ଗଞ୍ଜାମ ଜିଲ୍ଲାରୁ – ୯୫
୧୦- ଜଗତସିଂହପୁର ଜିଲ୍ଲାରୁ – ୧
୧୧- ଯାଜପୁର ଜିଲ୍ଲାରୁ – ୨୨
୧୨- ଝାରସୁଗୁଡ଼ା ଜିଲ୍ଲାରୁ – ୧୦
୧୩- କେନ୍ଦୁଝର ଜିଲ୍ଲାରୁ – ୧
୧୪- ଖୋର୍ଦ୍ଦା ଜିଲ୍ଲାରୁ – ୨୧
୧୫- କୋରାପୁଟ ଜିଲ୍ଲାରୁ – ୧
୧୬- ମୟୁରଭଞ୍ଜ ଜିଲ୍ଲାରୁ – ୨
୧୭- ନୟାଗଡ଼ ଜିଲ୍ଲାରୁ – ୫
୧୮- ପୁରୀ ଜିଲ୍ଲାରୁ – ୪
୧୯- ସୁନ୍ଦରଗଡ଼ ଜିଲ୍ଲାରୁ – ୧୭
– ନୂଆ ସୁସ୍ଥ ହୋଇଥିଲେ୧୬୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି – ୨୭୪୬୭୨
– ମୋଟ ଆକ୍ରାନ୍ତ ୭୫୪୫
– ମୋଟ ସୁସ୍ଥ ହୋଲେଣି ୫୩୫୩
– ସକ୍ରୀୟ ଆକ୍ରାନ୍ତ – ୨୧୫୭