Home Coronavirus Outbreak ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୯,୧୪୮ କରୋନା ଆକ୍ରାନ୍ତ, ୪୩୪ ମୃତ – ମୋଟ ଆକ୍ରାନ୍ତ...

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୯,୧୪୮ କରୋନା ଆକ୍ରାନ୍ତ, ୪୩୪ ମୃତ – ମୋଟ ଆକ୍ରାନ୍ତ ୬ ଲକ୍ଷ ପାର

103

ନୂଆ ଦିଲ୍ଲୀ ୨-୭ (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ,

– ଦେଶରେ ୨୪ ଘଣ୍ଟାରେ ୧୯,୧୪୮ ନୂଆ କରୋନା କେସ୍

– ୪୩୪ ଲୋକଙ୍କ ମୃତ୍ୟୁ

– ବର୍ତ୍ତମାନ ଦେଶରେ କରୋନାଭାଇରସ୍‌ର ୨,୨୬,୯୪୭ ସକ୍ରିୟ ମାମଲା ଅଛି।

– କରୋନା ମହାମାରୀ କାରଣରୁ ଏପର୍ଯ୍ୟନ୍ତ ୧୭,୮୩୪ ରୋଗୀଙ୍କ ମୃତ୍ୟୁ ଘଟିଛି

– ୩,୫୯,୮୬୦ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

– ମୋଟ ଆକ୍ରାନ୍ତ – ୬,୦୪,୬୪୧ କୁ ବୃଦ୍ଧି

– ମହାରାଷ୍ଟ୍ର କରୋନା ଭୂତାଣୁ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.