Home Coronavirus Outbreak ରାଜ୍ୟରେ ୪୬୯ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୯୦୭୦ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ...

ରାଜ୍ୟରେ ୪୬୯ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୯୦୭୦ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

291

– ନୂଆ ଆକ୍ରାନ୍ତ: ୪୬୯

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୧୭

– ସ୍ଥାନୀୟ ଅଞ୍ଚଳରୁ୧୫୨

– ୨୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ -୧୧୬

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୧୧

୨- ବାଲେଶ୍ୱର ଜିଲ୍ଲାରୁ –  ୮

୩- ଭଦ୍ରକ ଜିଲ୍ଲାରୁ –  ୧୬

୪- ବଲାଙ୍ଗୀର ଜିଲ୍ଲାରୁ : ୩

୫- କଟକ ଜିଲ୍ଲାରୁ –  ୯୪

୬- ଗଜପତି ଜିଲ୍ଲାରୁ –  ୧୨

୭- ଗଞ୍ଜାମ ଜିଲ୍ଲାରୁ –  ୧୧୬

୮- ଯାଜପୁର ଜିଲ୍ଲାରୁ –  ୨୫

୯- କଳାହାଣ୍ଡି ଜିଲ୍ଲାରୁ –  ୨

୧୦- କନ୍ଧମାଳ ଜିଲ୍ଲାରୁ –  ୧

୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫

୧୨- କେନ୍ଦୁଝର ଜିଲ୍ଲାରୁ –  ୨୫

୧୩- ଖୋର୍ଦ୍ଦା ଜିଲ୍ଲାରୁ –  ୨୭

୧୪- ମାଲକାନଗିରି : ୧

୧୫- ମୟୁରଭଞ୍ଜ ଜିଲ୍ଲାରୁ –  ୬

୧୬- ନବରଙ୍ଗପୁର ଜିଲ୍ଲା : ୨

୧୭- ନୟାଗଡ଼ ଜିଲ୍ଲାରୁ –  ୨୪

୧୮- ପୁରୀ ଜିଲ୍ଲାରୁ –  ୮

୧୯- ସମ୍ବଲପୁର ଜିଲ୍ଲାରୁ –  ୧୩

୨୦- ସୁନ୍ଦରଗଡ଼ ଜିଲ୍ଲାରେ: ୬୬

 

୨୧- – NDRF କର୍ମଚାରୀ (ଯେଉଁମାନେ ଅମ୍ଫାନ୍ ଡ୍ୟୁଟି ସାରି ପଶ୍ଚିମବଙ୍ଗରୁ ଆସିଥିଲେ ) : ୪

 

– ନୂଆ ସୁସ୍ଥ ହୋଇଥିଲେ ୨୨୯

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି – ୨୯୨୪୦୭

– ମୋଟ ଆକ୍ରାନ୍ତ ୯୦୭୦

– ମୋଟ ସୁସ୍ଥ ହେଲେଣି ୫୯୩୪

– ସକ୍ରୀୟ ଆକ୍ରାନ୍ତ –  ୩୦୯୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.