– ନୂଆ ଆକ୍ରାନ୍ତ: ୪୬୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୧୭
– ସ୍ଥାନୀୟ ଅଞ୍ଚଳରୁ୧୫୨
– ୨୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ -୧୧୬
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧୧
୨- ବାଲେଶ୍ୱର ଜିଲ୍ଲାରୁ – ୮
୩- ଭଦ୍ରକ ଜିଲ୍ଲାରୁ – ୧୬
୪- ବଲାଙ୍ଗୀର ଜିଲ୍ଲାରୁ : ୩
୫- କଟକ ଜିଲ୍ଲାରୁ – ୯୪
୬- ଗଜପତି ଜିଲ୍ଲାରୁ – ୧୨
୭- ଗଞ୍ଜାମ ଜିଲ୍ଲାରୁ – ୧୧୬
୮- ଯାଜପୁର ଜିଲ୍ଲାରୁ – ୨୫
୯- କଳାହାଣ୍ଡି ଜିଲ୍ଲାରୁ – ୨
୧୦- କନ୍ଧମାଳ ଜିଲ୍ଲାରୁ – ୧
୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫
୧୨- କେନ୍ଦୁଝର ଜିଲ୍ଲାରୁ – ୨୫
୧୩- ଖୋର୍ଦ୍ଦା ଜିଲ୍ଲାରୁ – ୨୭
୧୪- ମାଲକାନଗିରି : ୧
୧୫- ମୟୁରଭଞ୍ଜ ଜିଲ୍ଲାରୁ – ୬
୧୬- ନବରଙ୍ଗପୁର ଜିଲ୍ଲା : ୨
୧୭- ନୟାଗଡ଼ ଜିଲ୍ଲାରୁ – ୨୪
୧୮- ପୁରୀ ଜିଲ୍ଲାରୁ – ୮
୧୯- ସମ୍ବଲପୁର ଜିଲ୍ଲାରୁ – ୧୩
୨୦- ସୁନ୍ଦରଗଡ଼ ଜିଲ୍ଲାରେ: ୬୬
୨୧- – NDRF କର୍ମଚାରୀ (ଯେଉଁମାନେ ଅମ୍ଫାନ୍ ଡ୍ୟୁଟି ସାରି ପଶ୍ଚିମବଙ୍ଗରୁ ଆସିଥିଲେ ) : ୪
– ନୂଆ ସୁସ୍ଥ ହୋଇଥିଲେ ୨୨୯
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି – ୨୯୨୪୦୭
– ମୋଟ ଆକ୍ରାନ୍ତ ୯୦୭୦
– ମୋଟ ସୁସ୍ଥ ହେଲେଣି ୫୯୩୪
– ସକ୍ରୀୟ ଆକ୍ରାନ୍ତ – ୩୦୯୦