Home Top News ଟିକାକରଣକୁ ନେଇ ‘ଓଡ଼ିଶା ପ୍ରସ୍ତୁତ’ ବୋଲି କହିଲେ ମୁଖ୍ୟମନ୍ତ୍ରୀ

ଟିକାକରଣକୁ ନେଇ ‘ଓଡ଼ିଶା ପ୍ରସ୍ତୁତ’ ବୋଲି କହିଲେ ମୁଖ୍ୟମନ୍ତ୍ରୀ

105

ଭୁବନେଶ୍ବର ୨-୧ (ଓଡ଼ିଆ ପୁଅ) : ଅକ୍ସଫୋର୍ଡ-ଆଷ୍ଟ୍ରେଜେନିକା ଟିକାକୁ ବିଶେଷଜ୍ଞ କମିଟିର ମଂଜୁରୀ ମିଳିଛି। ଏହାପରେ ଖୁସି ପ୍ରକଟ କରିଛନ୍ତି ଭାରତବାସୀ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ସେରମ ଇନଷ୍ଟିଚ୍ୟୁଟକୁ ଅଭିନନ୍ଦନ ଜଣାଇ ଟ୍ବିଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, “ଅଭିନନ୍ଦନ, ସେରମ ଇନଷ୍ଟିଚ୍ୟୁଟ।” କୋଭିସିଲ୍ଡ ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବା ଲାଗି କମ୍ପାନିକୁ ଜଣାଉଛି। ଏହା ବେଶ ଉପଯୋଗୀ ହେବ ବୋଲି ସେ ଆଶା ପ୍ରକଟ କରୁଛି।” ‘ଓଡ଼ିଶା ପ୍ରସ୍ତୁତ’।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.