Home ଓଡ଼ିଶା ପବିତ୍ର ରଥଯାତ୍ରାରେ ରାଜ୍ୟ ବିଜେପିର ଶୁଭେଚ୍ଛା

ପବିତ୍ର ରଥଯାତ୍ରାରେ ରାଜ୍ୟ ବିଜେପିର ଶୁଭେଚ୍ଛା

492

– ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଲେ ରାଜ୍ୟ ସଭାପତି ଏବଂ ବିଧାୟକ ଦଳ ନେତା

ଭୁବନେଶ୍ୱର, ୦୩/୦୭ (ଓଡ଼ିଆ ପୁଅ) : ପବିତ୍ର ରଥଯାତ୍ରା ଅବସରରେ ସାରା ବିଶ୍ୱର ସମସ୍ତ ଜଗନ୍ନାଥ ପ୍ରେମୀ ଏବଂ ସାଢେ ୪ କୋଟି ଓଡିଆଙ୍କୁ ରାଜ୍ୟ ବିଜେପି ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା ପ୍ରଦୀପ ନାୟକ ଶୁଭେଚ୍ଛା ଜଣାଇବା ସହ ଅଭିନନ୍ଦନ ଜଣାଇଛନ୍ତି।

ଏହି ପବିତ୍ର ଦିନରେ ପ୍ରଭୁ ଜଗନ୍ନାଥ ରାଜ୍ୟବାସୀଙ୍କୁ ସୁଖ ସମୃଦ୍ଧି ପ୍ରଦାନ କରନ୍ତୁ ବୋଲି ଶ୍ରୀ ପଣ୍ଡା ଏବଂ ଶ୍ରୀ ନାୟକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.