Home Coronavirus Outbreak ପୁଣି ରାଜ୍ୟରେ ସୁସ୍ଥହେଲେ ୪୦୧ କରୋନା ଆକ୍ରାନ୍ତ

ପୁଣି ରାଜ୍ୟରେ ସୁସ୍ଥହେଲେ ୪୦୧ କରୋନା ଆକ୍ରାନ୍ତ

126

ଭୁବନେଶ୍ୱର ୯-୭ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ ସୁସ୍ଥହେଲେ ୪୦୧ କରୋନା ଆକ୍ରାନ୍ତ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ହୋଇଛନ୍ତି ୭୪୦୭ ଜଣ।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ ହେଲେ

୧୦୦ ଜଣ ଗଞ୍ଜାମ ଜିଲ୍ଲାରୁ

୬୭ ଜଣ ଗଜପତିଜିଲ୍ଲାରୁ

୪୨ ଜଣ କଟକ ଜିଲ୍ଲାରୁ

୩୨ ଜଣ ଯାଜପୁର ଜିଲ୍ଲାରୁ

୧୯ ଜଣ ଦେବଗଡ଼ ଜିଲ୍ଲାରୁ

୧୮ ଜଣ କୋରାପୁଟ ଜିଲ୍ଲାରୁ

୧୫ ଜଣ ଖୋର୍ଦ୍ଧା ଜିଲ୍ଲାରୁ

୧୪ ଜଣ ବରଗଡ଼ ଜିଲ୍ଲାରୁ

୧୪ ଜଣ ଭଦ୍ରକ ଜିଲ୍ଲାରୁ

୧୨ ଜଣ ବାଲେଶ୍ୱର ଜିଲ୍ଲାରୁ

୧୦ ଜଣ କେନ୍ଦୁଝର ଜିଲ୍ଲାରୁ

୧୦ ଜଣ ମାଲକାନଗିରି

୯ ଜଣ ଜଗତସିଂହପୁର ଜିଲ୍ଲାରୁ

୭ ଜଣ ଲେଖାଏଁ ଝାରସୁଗୁଡ଼ା ଏବଂ ମୟୁରଭଞ୍ଜ ଜିଲ୍ଲାରୁ

୬ ଜଣ କନ୍ଧମାଳ ଜିଲ୍ଲାରୁ

୫ ଜଣ ଲେଖାଏଁ ନୟାଗଡ଼ ଏବଂ ସମ୍ବଲପୁର ଜିଲ୍ଲାରୁ

୪ ଜଣ ନବରଙ୍ଗପୁର ଜିଲ୍ଲାରୁ

୩ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ

୨ ଜଣ ଢେଙ୍କାନାଳ ଜିଲ୍ଲାରୁ

ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.