Home Coronavirus Outbreak ଆଜି ରାଜ୍ୟରେ ୧୫୪୦ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୮୫୪୮୨ କୁ ବୃଦ୍ଧି

ଆଜି ରାଜ୍ୟରେ ୧୫୪୦ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୮୫୪୮୨ କୁ ବୃଦ୍ଧି

112

ଭୁବନେଶ୍ୱର ୨୮-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୧୫୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୮୫୪୮୨ କୁ ବୃଦ୍ଧି ପାଇଛି।

– ନୂଆ ଆକ୍ରାନ୍ତ – ୧୫୪୦
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୮୮୬
– ସ୍ଥାନୀୟ ଅଞ୍ଚଳରୁ୬୫୪
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୧୦୦
୨- ବାଲେଶ୍ୱର ଜିଲ୍ଲାରୁ – ୯୨
୩- ବରଗଡ଼ ଜିଲ୍ଲାରୁ – ୪୧
୪- ଭଦ୍ରକ ଜିଲ୍ଲାରୁ – ୯
୫- ବଲାଙ୍ଗୀର ଜିଲ୍ଲାରୁ – ୬୭
୬- ବୌଦ୍ଦ ଜିଲ୍ଲାରୁ – ୩
୭- କଟକ ଜିଲ୍ଲାରୁ – ୯୯
୮- ଦେବଗଡ଼ ଜିଲ୍ଲାରୁ – ୭
୯- ଢେଙ୍କାନାଳ ଜିଲ୍ଲାରୁ – ୨୪
୧୦- ଗଜପତି ଜିଲ୍ଲାରୁ – ୫
୧୧- ଗଞ୍ଜାମ ଜିଲ୍ଲାରୁ – ୨୯
୧୨- ଜଗତସିଂହପୁର ଜିଲ୍ଲାରୁ – ୭୮
୧୩- ଯାଜପୁର ଜିଲ୍ଲାରୁ – ୨୨
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୪୨
୧୫- କଳାହାଣ୍ଡି ଜିଲ୍ଲାରୁ – ୪୭
୧୬- କନ୍ଧମାଳ ଜିଲ୍ଲାରୁ – ୧୪
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୬୨
୧୮- କେନ୍ଦୁଝର ଜିଲ୍ଲାରୁ – ୩୮
୧୯- ଖୋର୍ଦ୍ଧା ଜିଲ୍ଲାରୁ: ୨୦୮
୨୦- କୋରାପୁଟ ଜିଲ୍ଲାରୁ – ୨୬
୨୧- ମାଲକାନଗିରି : ୪୨
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୯୧
୨୩- ନବରଙ୍ଗପୁର ଜିଲ୍ଲାରେ: ୪୩
୨୪- ନୟାଗଡ଼ ଜିଲ୍ଲାରୁ – ୩୩
୨୫- ନୂଆପଡ଼ା ଜିଲ୍ଲାରୁ – ୫୧
୨୬- ପୁରୀ ଜିଲ୍ଲାରୁ – ୪୯
୨୭- ରାୟଗଡ଼ା ଜିଲ୍ଲାରୁ – ୧୦
୨୮- ସମ୍ବଲପୁର ଜିଲ୍ଲାରୁ – ୩୨
୨୯- ସୋନପୁର ଜିଲ୍ଲାରୁ – ୨୯
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୧୧
୩୧- State Pool: ୩୬
– ନୂଆ ସୁସ୍ଥ ହୋଇଥିଲେ୨୦୧୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୪୪୨୨୧୬୪
– ମୋଟ ଆକ୍ରାନ୍ତ ୨୮୫୪୮୨
– ମୋଟ ସୁସ୍ଛ ହୋଲେଣି ୨୬୮୧୧୫
– ସକ୍ରୀୟ ଆକ୍ରାନ୍ତ – ୧୬୦୩୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.