Home Coronavirus Outbreak ଆଜି ରାଜ୍ୟରେ କରୋନା ନେଲା ୧୫ ମୁଣ୍ଡ – ମୋଟ ମୃତକ ୧୦୦୬ କୁ ବୃଦ୍ଧି

ଆଜି ରାଜ୍ୟରେ କରୋନା ନେଲା ୧୫ ମୁଣ୍ଡ – ମୋଟ ମୃତକ ୧୦୦୬ କୁ ବୃଦ୍ଧି

73

ଭୁବନେଶ୍ୱର ୧୦-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ କରୋନା ନେଲା ୧୫ ମୁଣ୍ଡ । ମୋଟ ମୃତକଙ୍କ ସଂଖ୍ୟା ୧୦୦୬ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –
ବାଲେଶ୍ୱର ଜିଲ୍ଲାର ଜଣେ
ବଲାଙ୍ଗୀର ଜିଲ୍ଲାର ଜଣେ
ଖୋର୍ଧା ଜିଲ୍ଲାର ୫ ଜଣ (ଭୁବନେଶ୍ୱରର ୩ ଜଣ)
କଟକ ଜିଲ୍ଲାର ୨ ଜଣ
ଗଞ୍ଜାମ ଜିଲ୍ଲାର ଜଣେ
ଜଗତସିଂହପୁର ଜିଲ୍ଲାର ଜଣେ
ଯାଜପୁର ଜିଲ୍ଲାର ଜଣେ
କେନ୍ଦ୍ରାପଡା ଜିଲ୍ଲାର ଜଣେ
ମୟୁରଭଞ୍ଜ ଜିଲ୍ଲାର ଜଣେ
ସୁନ୍ଦରଗଡ ଜିଲ୍ଲାର ଜଣେ
ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ମୃତକଙ୍କ ବିଷୟରେ

୧- ବାଲେଶ୍ୱର ଜିଲ୍ଲାର ଜଣେ ୪୪ ବର୍ଷ ବୟସ୍କ ପୁରୁଷ।

୨- ବଲାଙ୍ଗୀର ଜିଲ୍ଲାର ଜଣେ ୩୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ମୋଟାପଣରେ ମଧ୍ୟ ପୀଡିତ ଥିଲେ।

୩- ଭୁବନେଶ୍ୱରର ଜଣେ ୬୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୪- ଭୁବନେଶ୍ୱରର ଜଣେ ୬୬ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୫- ଭୁବନେଶ୍ୱରର ଜଣେ ୭୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୬- କଟକ ଜିଲ୍ଲାର ଜଣେ ୩୫ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୭- କଟକ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ।

୮- ଗଞ୍ଜାମ ଜିଲ୍ଲାର ଜଣେ ୬୧ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ ଲିଭର ରୋଗରେ ପୀଡିତ ଥିଲେ।

୯- ଜଗତସିଂହପୁର ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।

୧୦- ଯାଜପୁର ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ।

୧୧- କେନ୍ଦ୍ରାପଡା ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ।

୧୨- ଖୋର୍ଧା ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କ ପୁରୁଷ ଯିଏ ଫୋଲିକୁଲାର ଲିମ୍ଫୋମା ରୋଗରେ ପୀଡିତ ଥିଲେ।

୧୩- ଖୋର୍ଧା ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କ ପୁରୁଷ।

୧୪- ମୟୁରଭଞ୍ଜ ଜିଲ୍ଲାର ୩୭ ବର୍ଷ ବୟସ୍କ ପୁରୁଷ।

୧୫- ସୁନ୍ଦରଗଡ ଜିଲ୍ଲାର ଜଣେ ୬୯ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.