Home Coronavirus Outbreak ଆଜି ରାଜ୍ୟରେ ୨୮୫୪ ନୂଆ କରୋନା ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୪୯୬୯୩ କୁ ବୃଦ୍ଧି

ଆଜି ରାଜ୍ୟରେ ୨୮୫୪ ନୂଆ କରୋନା ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୪୯୬୯୩ କୁ ବୃଦ୍ଧି

93

ଭୁବନେଶ୍ୱର ୧୦-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୨୮୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ମୋଟ ଆକ୍ରାନ୍ତ ୨୪୯୬୯୩କୁ ବୃଦ୍ଧି ପାଇଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।

ନୂଆ କରୋନା ଆକ୍ରାନ୍ତ : ୨୮୫୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୬୫୯
– ସ୍ଥାନୀୟ ଅଞ୍ଚଳରୁ୧୧୯୫

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୧୩୧
୨- ବାଲେଶ୍ୱର ଜିଲ୍ଲାରୁ – ୧୧୬
୩- ବରଗଡ଼ ଜିଲ୍ଲାରୁ – ୯୫
୪- ଭଦ୍ରକ ଜିଲ୍ଲାରୁ – ୬୬
୫- ବଲାଙ୍ଗୀର ଜିଲ୍ଲାରୁ – ୯୭
୬- ବୌଦ୍ଦ ଜିଲ୍ଲାରୁ – ୨୦
୭- କଟକ ଜିଲ୍ଲାରୁ – ୨୪୪
୮- ଦେବଗଡ଼ ଜିଲ୍ଲାରୁ – ୧୬
୯- ଢେଙ୍କାନାଳ ଜିଲ୍ଲାରୁ – ୪୩
୧୦- ଗଜପତି ଜିଲ୍ଲାରୁ – ୧୯
୧୧- ଗଞ୍ଜାମ ଜିଲ୍ଲାରୁ – ୩୯
୧୨- ଜଗତସିଂହପୁର ଜିଲ୍ଲାରୁ – ୬୮
୧୩- ଯାଜପୁର ଜିଲ୍ଲାରୁ – ୯୯
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୬୮
୧୫- କଳାହାଣ୍ଡି ଜିଲ୍ଲାରୁ – ୧୦୫
୧୬- କନ୍ଧମାଳ ଜିଲ୍ଲାରୁ – ୪୫
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୯୧
୧୮- କେନ୍ଦୁଝର ଜିଲ୍ଲାରୁ – ୬୭
୧୯- ଖୋର୍ଦ୍ଧା ଜିଲ୍ଲାରୁ: ୩୯୩
୨୦- କୋରାପୁଟ ଜିଲ୍ଲାରୁ – ୪୬
୨୧- ମାଲକାନଗିରି : ୬୧
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୨୭
୨୩- ନବରଙ୍ଗପୁର ଜିଲ୍ଲାରେ: ୯୨
୨୪- ନୟାଗଡ଼ ଜିଲ୍ଲାରୁ – ୬୫
୨୫- ନୂଆପଡ଼ା ଜିଲ୍ଲାରୁ – ୮୩
୨୬- ପୁରୀ ଜିଲ୍ଲାରୁ – ୧୧୪
୨୭- ରାୟଗଡ଼ା ଜିଲ୍ଲାରୁ – ୨୯
୨୮- ସମ୍ବଲପୁର ଜିଲ୍ଲାରୁ – ୧୦୫
୨୯- ସୋନପୁର ଜିଲ୍ଲାରୁ – ୭୯
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୪୩
୩୧- State Pool: ୮୮
– ନୂଆ ସୁସ୍ଥ ହୋଇଥିଲେ୩୪୦୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୭୧୦୫୯୨
– ମୋଟ ଆକ୍ରାନ୍ତ ୨୪୯୬୯୩
– ମୋଟ ସୁସ୍ଛ ହୋଲେଣି ୨୨୦୩୮୮
ସକ୍ରୀୟ ଆକ୍ରାନ୍ତ : ୨୮୨୪୬

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.