Home Coronavirus Outbreak ଆଜି ୧୬୩୩ ନୂଆ ଆକ୍ରାନ୍ତ: – ମୋଟ ଆକ୍ରାନ୍ତ ୨୮୧୨୧୫ କୁ ବୃଦ୍ଧି

ଆଜି ୧୬୩୩ ନୂଆ ଆକ୍ରାନ୍ତ: – ମୋଟ ଆକ୍ରାନ୍ତ ୨୮୧୨୧୫ କୁ ବୃଦ୍ଧି

71

ଭୁବନେଶ୍ୱର ୨୫-୧୦ (ଓଡ଼ିଆ ପୁଅ) ଆଜି ୧୬୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୮୧୨୧୫ କୁ ବୃଦ୍ଧି ପାଇଛି।
– ନୂଆ ଆକ୍ରାନ୍ତ: ୧୬୩୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୯୫୫
– ସ୍ଥାନୀୟ ଅଞ୍ଚଳରୁ୬୭୮
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୧୦୦
୨- ବାଲେଶ୍ୱର ଜିଲ୍ଲାରୁ – ୨୬
୩- ବରଗଡ଼ ଜିଲ୍ଲାରୁ – ୫୩
୪- ଭଦ୍ରକ ଜିଲ୍ଲାରୁ – ୨୧
୫- ବଲାଙ୍ଗୀର ଜିଲ୍ଲାରୁ – ୮୦
୬- ବୌଦ୍ଦ ଜିଲ୍ଲାରୁ – ୩୫
୭- କଟକ ଜିଲ୍ଲାରୁ – ୧୩୨
୮- ଦେବଗଡ଼ ଜିଲ୍ଲାରୁ – ୮
୯- ଢେଙ୍କାନାଳ ଜିଲ୍ଲାରୁ – ୩୯
୧୦- ଗଜପତି ଜିଲ୍ଲାରୁ – ୧୩
୧୧- ଗଞ୍ଜାମ ଜିଲ୍ଲାରୁ – ୩୩
୧୨- ଜଗତସିଂହପୁର ଜିଲ୍ଲାରୁ – ୭୯
୧୩- ଯାଜପୁର ଜିଲ୍ଲାରୁ – ୪୩
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୫୪
୧୫- କଳାହାଣ୍ଡି ଜିଲ୍ଲାରୁ – ୩୬
୧୬- କନ୍ଧମାଳ ଜିଲ୍ଲାରୁ – ୨୪
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦୫
୧୮- କେନ୍ଦୁଝର ଜିଲ୍ଲାରୁ – ୫୧
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୧୫୮
୨୦- କୋରାପୁଟ ଜିଲ୍ଲାରୁ – ୩୫
୨୧- ମାଲକାନଗିରି : ୫୩
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୪୨
୨୩- ନବରଙ୍ଗପୁର ଜିଲ୍ଲାରେ: ୪୧
୨୪- ନୟାଗଡ଼ ଜିଲ୍ଲାରୁ – ୨୩
୨୫- ନୂଆପଡ଼ା ଜିଲ୍ଲାରୁ – ୮୯
୨୬- ପୁରୀ ଜିଲ୍ଲାରୁ – ୫୮
୨୭- ରାୟଗଡ଼ା ଜିଲ୍ଲାରୁ – ୧୧
୨୮- ସମ୍ବଲପୁର ଜିଲ୍ଲାରୁ – ୩୨
୨୯- ସୋନପୁର ଜିଲ୍ଲାରୁ – ୨୨
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୦୬
୩୧- State Pool: ୩୧
– ନୂଆ ସୁସ୍ଥ ହୋଇଥିଲେ୨୬୧୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୪୩୧୮୦୭୫
– ମୋଟ ଆକ୍ରାନ୍ତ ୨୮୧୨୧୫
– ମୋଟ ସୁସ୍ଛ ହୋଲେଣି ୨୬୨୦୩୧
– ସକ୍ରୀୟ ଆକ୍ରାନ୍ତ – ୧୭୮୮୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.