Home Coronavirus Outbreak ଆଜି ରାଜ୍ୟରେ ୧୨୪୭ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୮୩୯୪୨

ଆଜି ରାଜ୍ୟରେ ୧୨୪୭ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୮୩୯୪୨

56

ଭୁବନେଶ୍ୱର ୨୭-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୧୨୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୮୩୯୪୨ କୁ ବୃଦ୍ଧି ପାଇଛି।

– ନୂଆ ଆକ୍ରାନ୍ତ: ୧୨୪୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୭୨୯
– ସ୍ଥାନୀୟ ଅଞ୍ଚଳରୁ୫୧୮

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:

୧- ଅନୁଗୁଳ ଜିଲ୍ଲାରୁ – ୬୯
୨- ବାଲେଶ୍ୱର ଜିଲ୍ଲାରୁ – ୨୩
୩- ବରଗଡ଼ ଜିଲ୍ଲାରୁ – ୩୨
୪- ଭଦ୍ରକ ଜିଲ୍ଲାରୁ – ୭
୫- ବଲାଙ୍ଗୀର ଜିଲ୍ଲାରୁ – ୬୮
୬- ବୌଦ୍ଦ ଜିଲ୍ଲାରୁ – ୩୭
୭- କଟକ ଜିଲ୍ଲାରୁ – ୧୦୫
୮- ଦେବଗଡ଼ ଜିଲ୍ଲାରୁ – ୧୬
୯- ଢେଙ୍କାନାଳ ଜିଲ୍ଲାରୁ – ୪୦
୧୦- ଗଞ୍ଜାମ ଜିଲ୍ଲାରୁ – ୧୭
୧୧- ଜଗତସିଂହପୁର ଜିଲ୍ଲାରୁ – ୫୪
୧୨- ଯାଜପୁର ଜିଲ୍ଲାରୁ – ୩୨
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୩୫
୧୪- କଳାହାଣ୍ଡି ଜିଲ୍ଲାରୁ – ୪୦
୧୫- କନ୍ଧମାଳ ଜିଲ୍ଲାରୁ – ୧୧
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪୯
୧୭- କେନ୍ଦୁଝର ଜିଲ୍ଲାରୁ – ୪୧
୧୮- Khurda: ୨୦୬
୧୯- କୋରାପୁଟ ଜିଲ୍ଲାରୁ – ୨୬
୨୦- ମାଲକାନଗିରି : ୧୧
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୭୧
୨୨- ନବରଙ୍ଗପୁର ଜିଲ୍ଲାରେ: ୧୨
୨୩- ନୟାଗଡ଼ ଜିଲ୍ଲାରୁ – ୧୪
୨୪- ନୂଆପଡ଼ା ଜିଲ୍ଲାରୁ – ୩୮
୨୫- ପୁରୀ ଜିଲ୍ଲାରୁ – ୨୨
୨୬- ରାୟଗଡ଼ା ଜିଲ୍ଲାରୁ – ୪
୨୭- ସମ୍ବଲପୁର ଜିଲ୍ଲାରୁ – ୨୪
୨୮- ସୋନପୁର ଜିଲ୍ଲାରୁ – ୧୮
୨୯- ସୁନ୍ଦରଗଡ଼ ଜିଲ୍ଲାରୁ – ୯୬
୩୦- State Pool: ୨୯
– ନୂଆ ସୁସ୍ଥ ହୋଇଥିଲେ୨୦୦୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୪୩୮୫୨୫୯
– ମୋଟ ଆକ୍ରାନ୍ତ ୨୮୩୯୪୨
– ମୋଟ ସୁସ୍ଥ ହେଲେଣି ୨୬୬୧୦୫
– ସକ୍ରୀୟ ଆକ୍ରାନ୍ତ – ୧୬୫୧୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.