Home Coronavirus Outbreak ଆଜି ରାଜ୍ୟରେ କରୋନା ନେଲା ୧୩ ମୁଣ୍ଡ – ମୋଟ ମୃତକଙ୍କ ସଂଖ୍ୟା ୧୨୭୨ କୁ...

ଆଜି ରାଜ୍ୟରେ କରୋନା ନେଲା ୧୩ ମୁଣ୍ଡ – ମୋଟ ମୃତକଙ୍କ ସଂଖ୍ୟା ୧୨୭୨ କୁ ବୃଦ୍ଧି

80

ଭୁବନେଶ୍ୱର ୨୭-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ କରୋନା ନେଲା ୧୩ ମୁଣ୍ଡ। ମୋଟ ମୃତକଙ୍କ ସଂଖ୍ୟା ୧୨୭୨ କୁ ବୃଦ୍ଧି ପାଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ଖୋର୍ଦ୍ଧା ଜିଲ୍ଲାରୁ (ଭୁବନେଶ୍ୱରର) ୪ ଜଣ
ଝାରସୁଗୁଡା ଜିଲ୍ଲାର ୨ ଜଣ
ନୁଆପଡା ଜିଲ୍ଲାର ୩ ଜଣ
ମାଲକାନଗିରି ଜିଲ୍ଲାର ଜଣେ
ସୁନ୍ଦରଗଡ ଜିଲ୍ଲାର ଜଣେ
କେନ୍ଦୁଝର ଜିଲ୍ଲାର ୨ ଜଣ
ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ମୃତକଙ୍କ ବିଷୟରେ –

୧- ଭୁବନେଶ୍ୱରର ୫୨ ବର୍ଷ ବୟସ୍କ ପୁରୁଷ।

୨- ଭୁବନେଶ୍ୱରର ୪୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୩- ଭୁବନେଶ୍ୱରର ଜଣେ ୭୫ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୪- ଝାରସୁଗୁଡା ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୫- ଝାରସୁଗୁଡା ଜିଲ୍ଲାର ୫୩ ବର୍ଷ ବୟସ୍କ ପୁରୁଷ।

୬- ଭୁବନେଶ୍ୱରର ଜଣେ ୮୬ ବର୍ଷ ବୟସ୍କ ପୁରୁଷ।

୭- ନୁଆପଡା ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କ ପୁରୁଷ ଯିଏକି COPD ରେ ପୀଡିତ ଥିଲେ।

୮- ନୁଆପଡା ଜିଲ୍ଲାର ଜଣେ ୬୬ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୯- ନୁଆପଡା ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ହାର୍ଟ ରୋଗ, ହାର୍ଟ ବ୍ଲକ୍ ଏବଂ PSVT ରେ ମଧ୍ୟ ପୀଡିତ ଥିଲେ।

୧୦- ମାଲକାନଗିରି ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା।

୧୧- ସୁନ୍ଦରଗଡ ଜିଲ୍ଲାର ଜଣେ ୮୦ ବର୍ଷ ବୟସ୍କା ମହିଳା।

୧୨- କେନ୍ଦୁଝର ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ, H / O CVA ରେ ମଧ୍ୟ ପୀଡିତ ଥିଲେ।

୧୩- କେନ୍ଦୁଝର ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ ଯିଏ ତୀବ୍ର ଯକୃତ ବିଫଳତା, ମୋଟାପଣ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.