Home Coronavirus Outbreak ରାଜ୍ୟରେ ୮୬୮୧ ନୂଆ ଆକ୍ରାନ୍ତ – ଖୋର୍ଦ୍ଧାରୁ ସର୍ବାଧିକ ୧୪୦୮

ରାଜ୍ୟରେ ୮୬୮୧ ନୂଆ ଆକ୍ରାନ୍ତ – ଖୋର୍ଦ୍ଧାରୁ ସର୍ବାଧିକ ୧୪୦୮

34

ରାଜ୍ୟରେ ୮୬୮୧ ନୂଆ ଆକ୍ରାନ୍ତ – ଖୋର୍ଦ୍ଧାରୁ ସର୍ବାଧିକ ୧୪୦୮

ଭୁବନେଶ୍ୱର ୩୦-୪ (ଓଡ଼ିଆ ପୁଅ): ରାଜ୍ୟରେ ଆଜି ୮୬୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ଜଣାପଡ଼ିଛି।

ଅନ୍ୟ ଜିଲ୍ଲା ଗୁଡ଼ିକ ମଧ୍ୟରେ ସୁନ୍ଦରଗଡରୁ ୭୪୫, କଟକରୁ ୫୭୦, ପୁରୀରୁ ୫୧୪, ବଲାଙ୍ଗିରରୁ ୪୫୯, ବରଗଡରୁ ୨୪୩, ଅନୁଗୁଳୁରୁ ୪୧୯, ଝାରସୁଗୁଡାରୁ ୪୧୧, ସମ୍ବଲପୁରରୁ ୪୧୦, ନବରଙ୍ଗପୁରରୁ ୩୬୮, ଯାଜପୁରରୁ ୩୨୧, ନୂଆପଡାରୁ ୩୦୪, ଷ୍ଟେଟପୁଲରୁ ୨୭୭ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜରୁ ୨୨୦, ଗଞ୍ଜାମରୁ ୧୯୮, କଳାହାଣ୍ଡିରୁ ୧୯୫, ନୟାଗଡରୁ ୧୬୦, ବାଲେଶ୍ୱରରୁ ୧୫୫, ରାୟଗଡାରୁ ୧୫୧, କେନ୍ଦୁଝରରୁ ୧୪୮, ଗଜପତିରୁ ୧୨୫, କୋରାପୁଟରୁ ୧୧୩, ଭଦ୍ରକରୁ ୧୦୩, ଦେବଗଡରୁ ୧୦୨, ସୁବର୍ଣ୍ଣପୁରରୁ ୯୮, କେନ୍ଦ୍ରାପଡାରୁ ୮୫, ବୌଦ୍ଧରୁ ୫୭, କନ୍ଧମାଳରୁ ୫୪, ମାଲକାନଗିରିରୁ ୩୪, ଢେଙ୍କାନାଳରୁ ୩୩, ଜଗତସିଂହପୁରରୁ ୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୪ ହଜାର ୧୯୪କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତ: ୮୬୮୧
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୯୪୮
– ସ୍ଥାନୀୟ ଅଞ୍ଚଳରୁ୩୭୩୩
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୪୧୯
୨- ବାଲେଶ୍ୱର ଜିଲ୍ଲାରୁ – ୧୫୫
୩- ବରଗଡ଼ ଜିଲ୍ଲାରୁ – ୪୨୩
୪- ଭଦ୍ରକ ଜିଲ୍ଲାରୁ – ୧୦୩
୫- ବଲାଙ୍ଗୀର ଜିଲ୍ଲାରୁ – ୪୫୯
୬- ବୌଦ୍ଦ ଜିଲ୍ଲାରୁ – ୫୭
୭- କଟକ ଜିଲ୍ଲାରୁ – ୫୭୦
୮- ଦେବଗଡ଼ ଜିଲ୍ଲାରୁ – ୧୦୨
୯- ଢେଙ୍କାନାଳ ଜିଲ୍ଲାରୁ – ୩୩
୧୦- ଗଜପତି ଜିଲ୍ଲାରୁ – ୧୨୫
୧୧- ଗଞ୍ଜାମ ଜିଲ୍ଲାରୁ – ୧୯୮
୧୨- ଜଗତସିଂହପୁର ଜିଲ୍ଲାରୁ – ୨୧
୧୩- ଯାଜପୁର ଜିଲ୍ଲାରୁ – ୩୨୧
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୪୧୧
୧୫- କଳାହାଣ୍ଡି ଜିଲ୍ଲାରୁ – ୧୯୫
୧୬- କନ୍ଧମାଳ ଜିଲ୍ଲାରୁ – ୫୪
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮୫
୧୮- କେନ୍ଦୁଝର ଜିଲ୍ଲାରୁ – ୧୪୮
୧୯- ଖୋର୍ଦ୍ଧାରୁ: ୧୪୦୮
୨୦- କୋରାପୁଟ ଜିଲ୍ଲାରୁ – ୧୧୩
୨୧- ମାଲକାନଗିରି : ୩୪
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୨୨୦
୨୩- ନବରଙ୍ଗପୁର ଜିଲ୍ଲାରେ: ୩୬୮
୨୪- ନୟାଗଡ଼ ଜିଲ୍ଲାରୁ – ୧୬୦
୨୫- ନୂଆପଡ଼ା ଜିଲ୍ଲାରୁ – ୩୦୪
୨୬- ପୁରୀ ଜିଲ୍ଲାରୁ – ୫୧୪
୨୭- ରାୟଗଡ଼ା ଜିଲ୍ଲାରୁ – ୧୫୧
୨୮- ସମ୍ବଲପୁର ଜିଲ୍ଲାରୁ – ୪୧୦
୨୯- ସୋନପୁର ଜିଲ୍ଲାରୁ – ୯୮
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୭୪୫
୩୧- State Pool: ୨୭୭
– ନୂଆ ସୁସ୍ଥ ହୋଇଥିଲେ୪୬୭୯
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୦୦୮୬୬୫୬
– ମୋଟ ଆକ୍ରାନ୍ତ ୪୪୪୧୯୪
– ମୋଟ ସୁସ୍ଥ ହେଲେଣି ୩୮୦୪୦୦
– ସକ୍ରୀୟ ଆକ୍ରାନ୍ତ – ୬୧୬୯୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.