ଭୁଲ ଇଞ୍ଜେକ୍ସନ ବାଳିକାର ପ୍ରାଣ ନେଲା !

ଭୁବନେଶ୍ୱର/କଟକ: କଟକ ଜିଲ୍ଲା ନିଆଳି ଠାରେ ଏକ କ୍ଲିନିକରେ ଚିକିତ୍ସାଧୀନ ଥିବା ଜଣେ ୯ ବର୍ଷର ଝିଅର ଭୁଲ ଇଞ୍ଜେକ୍ସନ ଯୋଗୁଁ ପ୍ରାଣ ହାନୀ ଘଟିଥିବା ଅଭିଯୋଗ ହୋଇଛି। ଝିଅଟିର ନାମ ସୀମା ନାୟକ ଏବଂ ତାଙ୍କ ଘର ନିଆଳିର ଗରଡ଼ା ଅଞ୍ଚଳରେ।ସୀମାଙ୍କ ମା’ ଏବଂ ଆତ୍ମୀୟ ସ୍ୱଜନ କ୍ଲିନିକରେ ଭଙ୍ଗାରୁଜା କରିଛନ୍ତି।ଡାକ୍ତର ରାଧାନାଥ ପଣ୍ଡା ଏବଂ କମ୍ପାଉଣ୍ଡର ସରୋଜ ସିଂ ଙ୍କୁ ଅଟକ ରଖାଯାଇଛି।// ଦେବଦତ୍ତ ରଥ ମାଡ଼ ମୂଲଉଛନ୍ତି କି ପପୁ ? ଧର୍ମ,ଦେବାଦେବୀ … Continue reading ଭୁଲ ଇଞ୍ଜେକ୍ସନ ବାଳିକାର ପ୍ରାଣ ନେଲା !