Home ଆନ୍ତର୍ଜାତୀୟ ମେକ୍ସିକୋରେ ୭.୫ ତୀବ୍ରତାର ଭୂମିକମ୍ପ – ୪ ଜଣଙ୍କର ମୃତ୍ୟୁ ଅନେକ କୋଠା ନଷ୍ଟ

ମେକ୍ସିକୋରେ ୭.୫ ତୀବ୍ରତାର ଭୂମିକମ୍ପ – ୪ ଜଣଙ୍କର ମୃତ୍ୟୁ ଅନେକ କୋଠା ନଷ୍ଟ

110

ନୂଆ ଦିଲ୍ଲୀ ଜୁନ୍ ୨୪ (ଓଡ଼ିଆ ପୁଅ) ଦକ୍ଷିଣ ମେକ୍ସିକୋ ରାଜ୍ୟ ଓକ୍ସାକାଠାରେ ମଙ୍ଗଳବାର ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି।

ରିକ୍ଟର ସ୍କେଲରେ ଏହି ଭୂକମ୍ପ ୭.୫ ମ୍ୟାଗ୍ନିଚ୍ୟୁଡ୍ ରେକର୍ଡ କରାଯାଇଛି। ଏହି ଭୂମିକମ୍ପ ସକାଳ ୧୦.୨୯ ରେ ଘଟିଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ଦକ୍ଷିଣ ଓକ୍ସାକା ରାଜ୍ୟର ପ୍ରଶାନ୍ତ ଉପକୂଳବର୍ତ୍ତୀ ଲା କ୍ରୁସିଟା ଠାରୁ ୨୩ କିଲୋମିଟର ଦୂରରେ ଅବସ୍ଥିତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.