Home ଓଡ଼ିଶା ଆଜିଠୁ ଖୋଲୁଛି ମାତା ବୈଷ୍ଣୋଦେବୀଙ୍କ ମନ୍ଦିର

ଆଜିଠୁ ଖୋଲୁଛି ମାତା ବୈଷ୍ଣୋଦେବୀଙ୍କ ମନ୍ଦିର

107

ଜାମ୍ମୁ କାଶ୍ମୀର ୧୬-୮ (ଓଡ଼ିଆ ପୁଅ) COVID-19 କାରଣରୁ ଦର୍ଘ ୫ ମାସ ହେବ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର ପାଇଁ ବନ୍ଦ ଥିଲା। ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିବ। ପ୍ରତିଦିନ କେବଳ ୨, ୦୦୦ ଲୋକଙ୍କୁ ମନ୍ଦିର ପରିଦର୍ଶନ କରିବାକୁ ଅନୁମତି ଦିଆଯିବ। ଏ ନେଇ ଭକ୍ତ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.