Home ଓଡ଼ିଶା ସନ୍ୟାସ ନେବେ ଧୋନୀ!

ସନ୍ୟାସ ନେବେ ଧୋନୀ!

944

ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ବିଶ୍ୱକପର ଅନ୍ତିମ ମ୍ୟାଚ୍ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଅବସର ନେଇ ପାରନ୍ତି। ବିସିସିଆଇର ଜଣେ ଅଧିକାରୀ ନିଜ ନାମକୁ ନପ୍ରକାଶ କରିବାକୁ ସର୍ତ୍ତ ରଖି ପିଟିଆଇକୁ କହିଛନ୍ତି କି ଆଶା କରାଯାଉଛିକି ବହୁତ କମ୍ ଚାନ୍ସ ଅଛି କି ମହେନ୍ଦ୍ର ସିଂ ଧୋନୀ ୱାର୍ଲ୍ଡ କପ ପରେ ମଧ୍ୟ ଖେଲିବା ଜାରୀ ରଖିବେ ବୋଲି।

ୱାର୍ଲ୍ଡ କପ ୨୦୧୯ ରେ ଟିମ ଇଣ୍ଡିଆର ଶେଷ ମ୍ୟାଚ୍ କେଉଁଟି ହେବ, ଟିମ ଫାଇନାଲ୍ ରେ ଖେଳିବ କି ସେମିଫାଇନାଲ୍ ରୁ ଟୁର୍ଣ୍ଣାମେଣ୍ଟରୁ ବିଦା ତାହା ବର୍ତ୍ତମାନ କହିହେବ ନାହିଁ। କିନ୍ତୁ ବର୍ତ୍ତମାନ ପ୍ରାୟତଃ ସ୍ଥିର ନଜର ଆସୁଛି କି ଟିମ ଇଣ୍ଡିଆର ବିଶ୍ୱ କପ୍ ୨୦୧୯ ର ଶେଷ ମ୍ୟାଚ୍ ମହେନ୍ଦ୍ର ସିଂହ ଧୋନୀଙ୍କର ମଧ୍ୟ ଶେଷ ମ୍ୟାଚ୍ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.