Home Coronavirus Outbreak ମହାରାଷ୍ଟ୍ରରେ ଆଉ ୮ ଟି ଓମିକ୍ରନ୍ ମାମଲା; ରାଜ୍ୟରେ ମାମଲା ସଂଖ୍ୟା ୪୦ କୁ ବୃଦ୍ଧି

ମହାରାଷ୍ଟ୍ରରେ ଆଉ ୮ ଟି ଓମିକ୍ରନ୍ ମାମଲା; ରାଜ୍ୟରେ ମାମଲା ସଂଖ୍ୟା ୪୦ କୁ ବୃଦ୍ଧି

56

ନୂଆ ଦିଲ୍ଲୀ ୧୭-୧୨ (ଓଡ଼ିଆ ପୁଅ) ଗୁରୁବାର ଏବଂ ଶୁକ୍ରବାର ଦିନ ଏକାଧିକ ରାଜ୍ୟରେ ନୂଆ ଓମିକ୍ରନ ମାମଲା ରିପୋର୍ଟ ହୋଇଥିବାରୁ ଭାରତର ଓମିକ୍ରନ୍ ମାମଲା ୧୦୦ ଅତିକ୍ରମ କରିଛି। ଓମିକ୍ରନ୍ କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁଠାରୁ ବଡ ବିପଦ ବୋଲି କହିଛି।

ଆଜି ମହାରାଷ୍ଟରେ ଚିହ୍ନଟ ହୋଇଥିବା ରୋରୀଙ୍କ ମଧ୍ୟରୁ ଜଣେ ରୋଗୀ ପୁଣେରୁ ୬ ଜଣ, ଜଣେ ରୋଗୀ ମୁମ୍ବାଇରୁ ଏବଂ ଜଣେ ରୋଗୀ କଲ୍ୟାଣ ଡୋମ୍ବିଭାଲୀରୁ ଚିହ୍ନଟ ହୋଇଛନ୍ତି। ଏହି ରୋଗୀଙ୍କ ମଧ୍ୟରୁ ୨୫ ଜଣଙ୍କର RT PCR ପରୀକ୍ଷଣ ପରେ ନେଗେଟିଭ୍ ଆସିବାରୁ ଡିସଚାର୍ଜ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.