Home Top News ବଢ଼ିବ ଲାଲୁଙ୍କ ଅଡ଼ୁଆ: ସିବିଆଇ କୋର୍ଟରେ ହେବ ଚାରା ଘୋଟାଲାର ଦୈନିକ ଶୁଣାଣି

ବଢ଼ିବ ଲାଲୁଙ୍କ ଅଡ଼ୁଆ: ସିବିଆଇ କୋର୍ଟରେ ହେବ ଚାରା ଘୋଟାଲାର ଦୈନିକ ଶୁଣାଣି

82

ନୂଆ ଦିଲ୍ଲୀ ୧୭-୧୨ (ଓଡ଼ିଆ ପୁଅ) ବଢ଼ିବ ଲାଲୁଙ୍କ ଅଡ଼ୁଆ। ସିବିଆଇ କୋର୍ଟରେ ହେବ ଚାରା ଘୋଟାଲାର ଦୈନିକ ଶୁଣାଣି। ଏହି ଚାରା ଗୋଟାଲା ନକଲି ବିଲ ଆଧାରରେ ୪୬ ଲକ୍ଷ ଟଙ୍କାର ଜାଲିଆତି ହୋଇଛି।

ଏହି ମାମଲାରେ ସିବିଆଇ ୭୬ ସାକ୍ଷୀଙ୍କୁ ଉପସ୍ଥାପନ କରିଛି। ସାକ୍ଷୀମାନଙ୍କ ମଧ୍ୟରେ ପଶୁପାଳନ ବିଭାଗର ତତ୍କାଳୀନ ନିର୍ଦ୍ଦେଶକ କେ.କେ ଶ୍ରୀବାସ୍ତବ ଅଛନ୍ତି।

ଏହି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ସମେତ ମୋଟ ୨୨ ଅଭିଯୁକ୍ତଙ୍କ ବିଚାର ଚାଲିଛି। ଏହି ମାମଲାରେ ୪୪ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଚାର୍ଜସିଟ ଦାଖଲ କରିଥିଲା। ଏହି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ଜଗନ୍ନାଥ ମିଶ୍ରଙ୍କ ସମେତ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ସିବିଆଇ କୋର୍ଟ ସେମାନଙ୍କ ଶୁଣାଣି ବନ୍ଦ କରି ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.