Home Coronavirus Outbreak ମହାରାଷ୍ଟ୍ରରେ ୫୭, ୬୪୦ ନୂଆ କରୋନା ଆକ୍ରାନ୍ତ, ୯୨୦ ମୃତ୍ୟୁ

ମହାରାଷ୍ଟ୍ରରେ ୫୭, ୬୪୦ ନୂଆ କରୋନା ଆକ୍ରାନ୍ତ, ୯୨୦ ମୃତ୍ୟୁ

26

ମୁମ୍ବାଇ ୫-୫ (ଓଡ଼ିଆ ପୁଅ) କରୋନାଭାଇରସ୍ ମହାମାରୀ ମହାରାଷ୍ଟ୍ରରେ ଥମିବାର ନାଁ ନେଉନାହିଁ। ମହାରାଷ୍ଟ୍ରରେ ବୁଧବାର ଦିନ ୫୭, ୬୪୦ COVID-୧୯ ନୂଆ ସଂକ୍ରମଣ ରେକର୍ଡ ହୋଇଛି, ଯାହା ସହିତ ରାଜ୍ୟରେ ମୋଟ ସଂକ୍ରମଣ ୪୮, ୮୦, ୫୪୨ ରେ ପହଞ୍ଚିଛି।

ପ୍ରାୟ ୫୭, ୦୦୬ ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଏହା ସହ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୪୧, ୬୪, ୦୯୮ ରେ ପହଁଚିଛି।

ସକ୍ରିୟ ମାମଲା ସଂଖ୍ୟା ୬, ୪୧, ୫୯୬ ହୋଇଛି।

ମହାରାଷ୍ଟ୍ରର COVID-୧୯ ମାମଲାର ଆରୋଗ୍ୟ ହାର ୮୫.୩୨ ପ୍ରତିଶତ ହୋଇଥିବାବେଳେ ମୃତ୍ୟୁହାର ୧.୪୯ ପ୍ରତିଶତ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.