ମୁମ୍ବାଇ ୫-୫ (ଓଡ଼ିଆ ପୁଅ) କରୋନାଭାଇରସ୍ ମହାମାରୀ ମହାରାଷ୍ଟ୍ରରେ ଥମିବାର ନାଁ ନେଉନାହିଁ। ମହାରାଷ୍ଟ୍ରରେ ବୁଧବାର ଦିନ ୫୭, ୬୪୦ COVID-୧୯ ନୂଆ ସଂକ୍ରମଣ ରେକର୍ଡ ହୋଇଛି, ଯାହା ସହିତ ରାଜ୍ୟରେ ମୋଟ ସଂକ୍ରମଣ ୪୮, ୮୦, ୫୪୨ ରେ ପହଞ୍ଚିଛି।
ପ୍ରାୟ ୫୭, ୦୦୬ ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଏହା ସହ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୪୧, ୬୪, ୦୯୮ ରେ ପହଁଚିଛି।
ସକ୍ରିୟ ମାମଲା ସଂଖ୍ୟା ୬, ୪୧, ୫୯୬ ହୋଇଛି।
ମହାରାଷ୍ଟ୍ରର COVID-୧୯ ମାମଲାର ଆରୋଗ୍ୟ ହାର ୮୫.୩୨ ପ୍ରତିଶତ ହୋଇଥିବାବେଳେ ମୃତ୍ୟୁହାର ୧.୪୯ ପ୍ରତିଶତ ରହିଛି।