Home Top News ଫଟୋଟି ମନକୁ ବିଚଳିତ ଆଉ ଆନ୍ଦୋଳିତ କରିଦେଉଛି: ନୁହେଁ କି .. ?

ଫଟୋଟି ମନକୁ ବିଚଳିତ ଆଉ ଆନ୍ଦୋଳିତ କରିଦେଉଛି: ନୁହେଁ କି .. ?

90

ନୂଆଦିଲ୍ଲୀ: ଇଣ୍ଟରନେଟରେ ଉପଲବ୍ଧ ଏହି ଫଟୋଟି ମନକୁ ବିଚଳିତ ଏବଂ ଆନ୍ଦୋଳିତ କରିଦେଉଛି। ଫଟୋଟି ଅନେକ କଥା କହୁଛି। ଯାହା ହୁଏତ ଅନୁଭବ କରିହେବ, ବ୍ୟାଖ୍ୟା କରିହେବନି। ବିଶ୍ୱାସ, ଭରଷା, ଆଶା, ସ୍ନେହ, କର୍ତ୍ତବ୍ୟ, ତ୍ୟାଗ, ବାତ୍ସଲ୍ୟ ମମତା … କେତେ କ’ଣ ଲୁଚି ରହିଛି ଫଟୋଟିରେ। ମା’, ସଂସାରର ସବୁଠାରୁ ମୂଲ୍ୟବାନ ଏକ ଅମୂଲ୍ୟ ଶବ୍ଦ। ଧରିତ୍ରୀ ଆଉ ସ୍ୱର୍ଗଠାରୁ ବଡ଼, ପୁଣି ଇଶ୍ୱରଙ୍କଠୁ ମହାନ୍। ତ୍ୟାଗ ଓ ତପସ୍ୟାର ପ୍ରତୀକ ମା’। ନିଜେ ସହିଥାଏ ଦୁଃଖ ଏବଂ ଯନ୍ତ୍ରଣା, ସନ୍ତାନ ପାଇଁ ବିଛାଏ ସ୍ନେହର ବିଛଣା। ମା’ ତୁ ମହାନ୍ ..
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.