Home Coronavirus Outbreak ଦିଲ୍ଲୀ ଲକଡାଉନ୍ ଅପଡେଟ୍: ଦିଲ୍ଲୀରେ ଏକ ସପ୍ତାହ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଅଦଧି ବୃଦ୍ଧି: ମଇ ୩୧...

ଦିଲ୍ଲୀ ଲକଡାଉନ୍ ଅପଡେଟ୍: ଦିଲ୍ଲୀରେ ଏକ ସପ୍ତାହ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଅଦଧି ବୃଦ୍ଧି: ମଇ ୩୧ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରତିବନ୍ଧକ ବଳବତ୍ତର ରହିବ; କେଜ୍ରିୱାଲ

485

ନୂଆ ଦିଲ୍ଲୀ ୨୩ ମଇ(ଓଡ଼ିଆ ପୁଅ) ଦିଲ୍ଲୀରେ ପୁନଃ ଏକ ସପ୍ତାହ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧି ବୃଦ୍ଧି କରାଯାଇଛି। ମେ ୩୧ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରତିବନ୍ଧକ ବଳବତ୍ତର ରହିବ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟଯେ, ୨୪ ମଇ ସକାଳେ ଦିଲ୍ଲୀରେ ଏହି ଲକଡାଉନ୍ ଶେଷ ହେଉଥିଲା, ଯାହା ସତର୍କତା ଭାବରେ ଆଉ ଏକ ସପ୍ତାହ ବୃଦ୍ଧି କରାଯାଇଛି। ଏହା ଜଣା ଯେ ଜାତୀୟ ରାଜଧାନୀରେ ଲକ୍‌ଡାଉନ୍‌ ଥିବାରୁ କରୋନା ମାମଲାରେ କ୍ରମାଗତ ହ୍ରାସ ଘଟିଛି। ଦିଲ୍ଲୀରେ କରୋନା ସଂକ୍ରମଣ ହାର ବର୍ତ୍ତମାନ ଧୀରେ ଧୀରେ ୩.୫% ପ୍ରତିଶତକୁ ଖସି ଆସିଛି।

ଏହା ଜଣା ଯେ ସିଏମ ଅରବିନ୍ଦ କେଜ୍ରିୱାଲ ୧୯ ଏପ୍ରିଲରେ ପ୍ରଥମ ଲକଡାଉନ୍ ଲାଗୁ କରିଥିଲେ, ଯାହାକି ଅନେକ ଥର ବୃଦ୍ଧି କରାଯାଇଛି ଏବଂ ଗତଥର ୧୬ ମଇରେ ଲକ୍ଡାଉନ୍ ବୃଦ୍ଧି କରିବାକୁ ଘୋଷଣା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.