Home Coronavirus Outbreak କରୋନାଭାଇରସ୍ ଯୋଗୁଁ ଆସନ୍ତାକାଲି ଠାରୁ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ କାଶୀ ବିଶ୍ୱନାଥ ମନ୍ଦିର...

କରୋନାଭାଇରସ୍ ଯୋଗୁଁ ଆସନ୍ତାକାଲି ଠାରୁ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ କାଶୀ ବିଶ୍ୱନାଥ ମନ୍ଦିର ବନ୍ଦ ରହିବ

1595

ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) କରୋନା ଭାଇରସ୍ ବ୍ୟାପିବାର ଆଶଙ୍କାକୁ ନଜରରେ ରଖି ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲି ଠାରୁ ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ କାଶୀ ବିଶ୍ୱନାଥ ମନ୍ଦିର ବନ୍ଦ ରହିବ। କିନ୍ତୁ, ପୁରୋହିତମାନଙ୍କ ଦ୍ୱାରା ନିତ୍ୟ ପ୍ରାର୍ଥନା ଜାରି ରହିବ। ଏ ନେଇ ବାରାଣାସୀ ଜିଲ୍ଲା ମାଜିଷ୍ଟ୍ରେଟ କୌଶଲ ରାଜ ଶର୍ମା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.