ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) କରୋନା ଭାଇରସ୍ ବ୍ୟାପିବାର ଆଶଙ୍କାକୁ ନଜରରେ ରଖି ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲି ଠାରୁ ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ କାଶୀ ବିଶ୍ୱନାଥ ମନ୍ଦିର ବନ୍ଦ ରହିବ। କିନ୍ତୁ, ପୁରୋହିତମାନଙ୍କ ଦ୍ୱାରା ନିତ୍ୟ ପ୍ରାର୍ଥନା ଜାରି ରହିବ। ଏ ନେଇ ବାରାଣାସୀ ଜିଲ୍ଲା ମାଜିଷ୍ଟ୍ରେଟ କୌଶଲ ରାଜ ଶର୍ମା ପ୍ରକାଶ କରିଛନ୍ତି।
Home Coronavirus Outbreak କରୋନାଭାଇରସ୍ ଯୋଗୁଁ ଆସନ୍ତାକାଲି ଠାରୁ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ କାଶୀ ବିଶ୍ୱନାଥ ମନ୍ଦିର...