ନୂଆ ଦିଲ୍ଲୀ ୩୦-୪ (ଓଡ଼ିଆ ପୁଅ) ଲୋକପ୍ରିୟ ଟିଭି ସାମ୍ବାଦିକ ତଥା ଆଙ୍କର୍ ରୋହିତ ସର୍ଦ୍ଦାନାଙ୍କ ଦେହାନ୍ତ ହୋଇଛି। ପ୍ରାୟ ୪୦ ବର୍ଷ ବୟସ୍କ ରୋହିତ ସର୍ଦ୍ଦାନା ଏପ୍ରିଲ ୨୪ ରେ ଟୁଇଟ୍ କରି କହିତିଲେଯେ, ତାଙ୍କର ସିଟି ସ୍କାନରେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।
ତା’ପରେ ସେ ପୁନଃ ପ୍ରକାଶ କରିଥିଲେଯେ, ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। କିନ୍ତୁ ୬ ଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ରୋହିତ ସର୍ଦ୍ଦାନାଙ୍କ ସହକର୍ମୀ ତଥା ଇଣ୍ଡିଆ ଟୁଡେର ବରିଷ୍ଠ ଟିଭି ସାମ୍ବାଦିକ ରାଜଦୀପ ସାରଦେଶାଇ ଟ୍ୱିଟ୍ କରି ରୋହିତଙ୍କ ମୃତ୍ୟୁର ପୁଷ୍ଟି କରିଛନ୍ତି।
Rohit and I had differing political views but always enjoyed debating without any rancour. We did a show one night that finished at 3 am (think it was SC verdict on Karnataka) after which he said, ‘boss aaj maza aa gaya!’ He was a passionate anchor journalist. RIP Rohit Sardana.
— Rajdeep Sardesai (@sardesairajdeep) April 30, 2021
ଏହା ବ୍ୟତୀତ ଜି ନ୍ୟୁଜ୍ ସଂପାଦକ ସୁଧୀର ଚୌଧୁରୀ ଟ୍ୱିଟ୍ କରି ରୋହିତଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି।
Rest in peace Rohit. 🙏💐 https://t.co/Imv8aBqD5L
— Sudhir Chaudhary (@sudhirchaudhary) April 30, 2021
ରୋହିତ ସର୍ଦ୍ଦାନାଙ୍କ ଦେହାନ୍ତରେ ବିଜେପି ମୁଖପାତ୍ର ସମ୍ବିଟ୍ ପାତ୍ର ମଧ୍ୟ ଶୋକ ପ୍ରକାଶ କରିଛନ୍ତି।
रोहित सरदान …आपको हम बहुत miss करेंगे ..जीवन के अभिन्न अंग बन गए थे आप हमारे ..जहां भी हो मेरे भाई ख़ुश रहो ..नारायण के चरणो में रहो
ॐ शांति 🙏— Sambit Patra (@sambitswaraj) April 30, 2021