Home Coronavirus Outbreak ରାଜ୍ୟରେ ୮୬୮୧ ନୂଆ ଆକ୍ରାନ୍ତ – ଖୋର୍ଦ୍ଧାରୁ ସର୍ବାଧିକ ୧୪୦୮, ରାଜ୍ୟରେ ୧୪ ମୃତ୍ୟୁ –...

ରାଜ୍ୟରେ ୮୬୮୧ ନୂଆ ଆକ୍ରାନ୍ତ – ଖୋର୍ଦ୍ଧାରୁ ସର୍ବାଧିକ ୧୪୦୮, ରାଜ୍ୟରେ ୧୪ ମୃତ୍ୟୁ – ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ –

55

ଭୁବନେଶ୍ୱର ୩୦-୪ (ଓଡ଼ିଆ ପୁଅ): ରାଜ୍ୟରେ ଆଜି ୮୬୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ଜଣାପଡ଼ିଛି।
ଅନ୍ୟ ଜିଲ୍ଲା ଗୁଡ଼ିକ ମଧ୍ୟରେ ସୁନ୍ଦରଗଡରୁ ୭୪୫, କଟକରୁ ୫୭୦, ପୁରୀରୁ ୫୧୪, ବଲାଙ୍ଗିରରୁ ୪୫୯, ବରଗଡରୁ ୨୪୩, ଅନୁଗୁଳୁରୁ ୪୧୯, ଝାରସୁଗୁଡାରୁ ୪୧୧, ସମ୍ବଲପୁରରୁ ୪୧୦, ନବରଙ୍ଗପୁରରୁ ୩୬୮, ଯାଜପୁରରୁ ୩୨୧, ନୂଆପଡାରୁ ୩୦୪, ଷ୍ଟେଟପୁଲରୁ ୨୭୭ ଚିହ୍ନଟ ହୋଇଛନ୍ତି।
ସେହିପରି ମୟୁରଭଞ୍ଜରୁ ୨୨୦, ଗଞ୍ଜାମରୁ ୧୯୮, କଳାହାଣ୍ଡିରୁ ୧୯୫, ନୟାଗଡରୁ ୧୬୦, ବାଲେଶ୍ୱରରୁ ୧୫୫, ରାୟଗଡାରୁ ୧୫୧, କେନ୍ଦୁଝରରୁ ୧୪୮, ଗଜପତିରୁ ୧୨୫, କୋରାପୁଟରୁ ୧୧୩, ଭଦ୍ରକରୁ ୧୦୩, ଦେବଗଡରୁ ୧୦୨, ସୁବର୍ଣ୍ଣପୁରରୁ ୯୮, କେନ୍ଦ୍ରାପଡାରୁ ୮୫, ବୌଦ୍ଧରୁ ୫୭, କନ୍ଧମାଳରୁ ୫୪, ମାଲକାନଗିରିରୁ ୩୪, ଢେଙ୍କାନାଳରୁ ୩୩, ଜଗତସିଂହପୁରରୁ ୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୪ ହଜାର ୧୯୪କୁ ବୃଦ୍ଧି ପାଇଛି।

କରୋନା ନେଲା ୧୪ ଜୀବନ –

ରାଜ୍ୟରେ କରୋନା ନେଲା ୧୪ ଜୀବନ। ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୨୦୪୩ କୁ ବୃଦ୍ଧି ପାଇଛି। ତେବେ ଆଜି କରୋନାରେ
ଗଞ୍ଜାମ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ଜିଲ୍ଲାର କରୋନା ରୋଗୀଙ୍କ ସଂଖ୍ୟା ୨୫୯ କୁ ବୃଦ୍ଧି ପାଇଛି।
କଳାହାଣ୍ଡି ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ଜିଲ୍ଲାର କରୋନା ରୋଗୀଙ୍କ ସଂଖ୍ୟା ୪୦ କୁ ବୃଦ୍ଧି ପାଇଛି।
ଖୋର୍ଦ୍ଦା ଜିଲ୍ଲାରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ଜିଲ୍ଲାର କରୋନା ରୋଗୀଙ୍କ ସଂଖ୍ୟା ୩୫୮ କୁ ବୃଦ୍ଧି ପାଇଛି।
କୋରାପୁଟ ଜିଲ୍ଲାରେ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ଜିଲ୍ଲାର କରୋନା ରୋଗୀଙ୍କ ସଂଖ୍ୟା ୧୯ କୁ ବୃଦ୍ଧି ପାଇଛି।
ନବରଙ୍ଗପୁର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ଜିଲ୍ଲାର କରୋନା ରୋଗୀଙ୍କ ସଂଖ୍ୟା ୧୫ କୁ ବୃଦ୍ଧି ପାଇଛି।
ରାୟଗଡ଼ା ଜିଲ୍ଲାରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ଜିଲ୍ଲାର କରୋନା ରୋଗୀଙ୍କ ସଂଖ୍ୟା ୫୯ କୁ ବୃଦ୍ଧି ପାଇଛି।
ସମ୍ବଲପୁର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ଜିଲ୍ଲାର କରୋନା ରୋଗୀଙ୍କ ସଂଖ୍ୟା ୮୧ କୁ ବୃଦ୍ଧି ପାଇଛି।
ସୁନ୍ଦରଗଡ଼ ଜିଲ୍ଲାରେ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ଜିଲ୍ଲାର କରୋନା ରୋଗୀଙ୍କ ସଂଖ୍ୟା ୧୯୦ କୁ ବୃଦ୍ଧି ପାଇଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୧୪ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି।
୧- ଭୁବନେଶ୍ୱରର ଜଣେ ୭୪ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗରେ ମଧ୍ୟ ପୀଡିତ ଥିଲେ।
୨- ଭୁବନେଶ୍ୱରର ଜଣେ ୫୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ, କ୍ରନିକ୍ କିଡନୀ ରୋଗ ଏବଂ ହାଇପୋଥାଇରଏଡିଜିମ୍ ରୋଗରେ ପୀଡିତ ଥିଲେ।
୩- ଗଞ୍ଜାମ ଜିଲ୍ଲାର ଜଣେ ୭୮ ବର୍ଷ ବୟସ୍କ ପୁରୁଷ ଯିଏ କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗରେ ମଧ୍ୟ ପୀଡିତ ଥିଲେ।
୪- କଳାହାଣ୍ଡି ଜିଲ୍ଲାର ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।
୫- କୋରାପୁଟ ଜିଲ୍ଲାର ୫୨ ବର୍ଷ ବୟସ୍କ ପୁରୁଷ।
୬- କୋରାପୁଟ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏ କ୍ରନିକ୍ କିଡନୀ ରୋଗରେ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୭- କୋରାପୁଟ ଜିଲ୍ଲାର ୫୬ ବର୍ଷ ବୟସ୍କ ପୁରୁଷ।
୮- ନବରଙ୍ଗପୁର ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।
୯- ରାୟଗଡ଼ା ଜିଲ୍ଲାର ୪୮ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।
୧୦- ରାୟଗଡ଼ା ଜିଲ୍ଲାର ଜଣେ ୪୧ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୧୧- ସମ୍ବଲପୁର ଜିଲ୍ଲାର ୩୦ ବର୍ଷ ବୟସ୍କ ପୁରୁଷ।
୧୨- ସୁନ୍ଦରଗଡ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ।
୧୩- ସୁନ୍ଦରଗଡ ଜିଲ୍ଲାର ଜଣେ ୧୬ ବର୍ଷ ବୟସ୍କା ମହିଳା।
୧୪- ସୁନ୍ଦରଗଡ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ।

ନୂଆ ଆକ୍ରାନ୍ତ: ୮୬୮୧
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୯୪୮
– ସ୍ଥାନୀୟ ଅଞ୍ଚଳରୁ୩୭୩୩
ରାଜ୍ୟରେ ୮୬୮୧ ନୂଆ ଆକ୍ରାନ୍ତ
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:

୧- ଅନୁଗୁଳ ଜିଲ୍ଲାରୁ – ୪୧୯
୨- ବାଲେଶ୍ୱର ଜିଲ୍ଲାରୁ – ୧୫୫
୩- ବରଗଡ଼ ଜିଲ୍ଲାରୁ – ୪୨୩
୪- ଭଦ୍ରକ ଜିଲ୍ଲାରୁ – ୧୦୩
୫- ବଲାଙ୍ଗୀର ଜିଲ୍ଲାରୁ – ୪୫୯
୬- ବୌଦ୍ଦ ଜିଲ୍ଲାରୁ – ୫୭
୭- କଟକ ଜିଲ୍ଲାରୁ – ୫୭୦
୮- ଦେବଗଡ଼ ଜିଲ୍ଲାରୁ – ୧୦୨
୯- ଢେଙ୍କାନାଳ ଜିଲ୍ଲାରୁ – ୩୩
୧୦- ଗଜପତି ଜିଲ୍ଲାରୁ – ୧୨୫
୧୧- ଗଞ୍ଜାମ ଜିଲ୍ଲାରୁ – ୧୯୮
୧୨- ଜଗତସିଂହପୁର ଜିଲ୍ଲାରୁ – ୨୧
୧୩- ଯାଜପୁର ଜିଲ୍ଲାରୁ – ୩୨୧
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୪୧୧
୧୫- କଳାହାଣ୍ଡି ଜିଲ୍ଲାରୁ – ୧୯୫
୧୬- କନ୍ଧମାଳ ଜିଲ୍ଲାରୁ – ୫୪
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮୫
୧୮- କେନ୍ଦୁଝର ଜିଲ୍ଲାରୁ – ୧୪୮
୧୯- ଖୋର୍ଦ୍ଧାରୁ: ୧୪୦୮
୨୦- କୋରାପୁଟ ଜିଲ୍ଲାରୁ – ୧୧୩
୨୧- ମାଲକାନଗିରି : ୩୪
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୨୨୦
୨୩- ନବରଙ୍ଗପୁର ଜିଲ୍ଲାରେ: ୩୬୮
୨୪- ନୟାଗଡ଼ ଜିଲ୍ଲାରୁ – ୧୬୦
୨୫- ନୂଆପଡ଼ା ଜିଲ୍ଲାରୁ – ୩୦୪
୨୬- ପୁରୀ ଜିଲ୍ଲାରୁ – ୫୧୪
୨୭- ରାୟଗଡ଼ା ଜିଲ୍ଲାରୁ – ୧୫୧
୨୮- ସମ୍ବଲପୁର ଜିଲ୍ଲାରୁ – ୪୧୦
୨୯- ସୋନପୁର ଜିଲ୍ଲାରୁ – ୯୮
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୭୪୫
୩୧- State Pool: ୨୭୭
– ନୂଆ ସୁସ୍ଥ ହୋଇଥିଲେ୪୬୭୯
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୦୦୮୬୬୫୬
– ମୋଟ ଆକ୍ରାନ୍ତ ୪୪୪୧୯୪
– ମୋଟ ସୁସ୍ଥ ହେଲେଣି ୩୮୦୪୦୦
– ସକ୍ରୀୟ ଆକ୍ରାନ୍ତ – ୬୧୬୯୮

ଜିଲ୍ଲାୱାରୀ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୧୪, ୫୭୧ [+୪୧୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୬୭୧ [+୪୧୯] ଜଣ ସକ୍ରୀୟ ଅଛନ୍ତି। ୧୨, ୮୬୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୧୪, ୫୫୨ [+୧୫୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୧୬ [+୧୫୫] ଜଣ ସକ୍ରୀୟ ଅଛନ୍ତି। ୧୩, ୩୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ଼ ଜିଲ୍ଲାରେ ୧୫, ୫୨୩ [+୪୨୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୮୮୧ [+୪୨୩] ଜଣ ସକ୍ରୀୟ ଅଛନ୍ତି। ୧୨, ୫୯୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୮, ୮୦୭ [+୧୦୩] ଜଣ ସଂକ୍ରମିତ ହୋଇଥିବା ବେଳେ ୭୭୯ [+୧୦୩] ଜଣ ସକ୍ରୀୟ ଅଛନ୍ତି। ୭, ୯୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲା ରେ ୧୩, ୦୯୧ [+୪୫୯] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୪୬୧ [+୪୫୯] ଜଣ ସକ୍ରୀୟ ଅଛନ୍ତି। ୧୦, ୫୮୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଦ ଜିଲ୍ଲାରେ ୩, ୪୦୮ [+୫୭] ଜଣ ସଂକ୍ରମିତ ହୋଇଥିବା ବେଳେ ୫୨୮ [+୫୭] ଜଣ ସକ୍ରୀୟ ଅଛନ୍ତି। ୨, ୮୬୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୩୫, ୩୧୩ [+୫୭୦] ଜଣ ସଂକ୍ରମିତ ହୋଇଥିବା ବେଳେ ୪, ୦୦୮ [+୫୭୦] ଜଣ ସକ୍ରୀୟ ଅଛନ୍ତି। ୩୧, ୧୫୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୨, ୧୦୨ [+୧୦୨] ଜଣ ସଂକ୍ରମିତ ହୋଇଥିବା ବେଳେ ୩୩୫ [+୧୦୨] ଜଣ ସକ୍ରୀୟ ଅଛନ୍ତି। ୧, ୭୬୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୬, ୧୦୦ [+୩୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮୯ [+୩୩] ଜଣ ସକ୍ରୀୟ ଅଛନ୍ତି। ୫, ୮୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତିଜିଲ୍ଲାରେ ୫, ୧୮୯ [+୧୨୫] ଜଣ ସଂକ୍ରମିତ ହୋଇଥିବା ବେଳେ ୬୫୫ [+୧୨୫] ଜଣ ସକ୍ରୀୟ ଅଛନ୍ତି। ୪, ୫୦୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୨୪, ୩୭୫ [+୧୯୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୩୪୬ [+୧୯୭] ଜଣ ସକ୍ରୀୟ ଅଛନ୍ତି। ୨୨, ୭୬୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫୯ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୧୦, ୧୯୪ [+୨୧] ଜଣ ସଂକ୍ରମିତ ହୋଇଥିବା ବେଳେ ୬୫୮ [+୨୧] ଜଣ ସକ୍ରୀୟ ଅଛନ୍ତି। ୯, ୪୯୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୧୫, ୦୫୫ [+୩୨୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୮୮୮ [+୩୨୧] ଜଣ ସକ୍ରୀୟ ଅଛନ୍ତି। ୧୩, ୧୪୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୧୨, ୯୦୬ [+୪୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୦୦୦ [+୪୧୧] ଜଣ ସକ୍ରୀୟ ଅଛନ୍ତି। ୯, ୮୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୧୧, ୭୨୧ [+୧୯୫] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୩୦୫ [+୧୯୪] ଜଣ ସକ୍ରୀୟ ଅଛନ୍ତି। ୮, ୩୭୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୦ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୬, ୫୦୧ [+୫୪] ଜଣ ସଂକ୍ରମିତ ହୋଇଥିବା ବେଳେ ୩୬୧ [+୫୪] ଜଣ ସକ୍ରୀୟ ଅଛନ୍ତି। ୬, ୧୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ ୯, ୯୫୯ [+୮୫] ଜଣ ସଂକ୍ରମିତ ହୋଇଥିବା ବେଳେ ୪୯୫ [+୮୫] ଜଣ ସକ୍ରୀୟ ଅଛନ୍ତି। ୯, ୪୩୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୧୦, ୬୬୦ [+୧୪୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୮୨ [+୧୪୮] ଜଣ ସକ୍ରୀୟ ଅଛନ୍ତି। ୯, ୪୩୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲାରେ ୭୦, ୪୦୩ [+୧, ୪୦୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧, ୦୧୭ [+୧, ୪୦୬] ଜଣ ସକ୍ରୀୟ ଅଛନ୍ତି। ୫୯, ୦୧୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୫୮ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୮, ୮୫୫ [+୧୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୬୫୩ [+୧୧୦] ଜଣ ସକ୍ରୀୟ ଅଛନ୍ତି। ୮, ୧୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୯ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ରେ ୫, ୫୪୪ [+୩୪] ଜଣ ସଂକ୍ରମିତ ହୋଇଥିବା ବେଳେ ୨୧୪ [+୩୪] ଜଣ ସକ୍ରୀୟ ଅଛନ୍ତି। ୫, ୩୦୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୧୭, ୦୩୯ [+୨୨୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୬୭୭ [+୨୨୦] ଜଣ ସକ୍ରୀୟ ଅଛନ୍ତି। ୧୫, ୨୬୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୯, ୬୨୦ [+୩୬୮] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୬୨୯ [+୩୬୭] ଜଣ ସକ୍ରୀୟ ଅଛନ୍ତି। ୬, ୯୭୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୭, ୮୬୬ [+୧୬୦] ଜଣ ସଂକ୍ରମିତ ହୋଇଥିବା ବେଳେ ୯୪୬ [+୧୬୦] ଜଣ ସକ୍ରୀୟ ଅଛନ୍ତି। ୬, ୮୭୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲାରେ ୧୫, ୨୯୩ [+୩୦୪] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୬୬୪ [+୩୦୪] ଜଣ ସକ୍ରୀୟ ଅଛନ୍ତି। ୧୨, ୫୯୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୧୮, ୭୬୨ [+୫୧୪] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୫୯୭ [+୫୧୪] ଜଣ ସକ୍ରୀୟ ଅଛନ୍ତି। ୧୬, ୦୩୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧୦, ୧୦୮ [+୧୫୧] ଜଣ ସଂକ୍ରମିତ ହୋଇଥିବା ବେଳେ ୮୯୨ [+୧୪୯] ଜଣ ସକ୍ରୀୟ ଅଛନ୍ତି। ୯, ୧୫୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୯ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୧୪, ୬୯୩ [+୪୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୫୪୧ [+୪୦୯] ଜଣ ସକ୍ରୀୟ ଅଛନ୍ତି। ୧୨, ୦୭୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲାରେ ୫, ୭୧୫ [+୯୮] ଜଣ ସଂକ୍ରମିତ ହୋଇଥିବା ବେଳେ ୬୦୧ [+୯୮] ଜଣ ସକ୍ରୀୟ ଅଛନ୍ତି। ୫, ୦୯୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ୨୮, ୨୬୯ [+୭୪୫] ଜଣ ସଂକ୍ରମିତ ହୋଇଥିବା ବେଳେ ୬, ୧୫୧ [+୭୪୨] ଜଣ ସକ୍ରୀୟ ଅଛନ୍ତି। ୨୧, ୯୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୯୦ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

State Pool ରେ ୧୨, ୦୦୦ [+୨୭୭] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୨୫୮ [+୨୭୭] ଜଣ ସକ୍ରୀୟ ଅଛନ୍ତି। ୯, ୭୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.