Home Top News ଅକ୍ଟୋବର ୩ ତାରିଖରେ JEE ଆଡଭାନ୍ସ ପରୀକ୍ଷା

ଅକ୍ଟୋବର ୩ ତାରିଖରେ JEE ଆଡଭାନ୍ସ ପରୀକ୍ଷା

40

ନୂଆ ଦିଲ୍ଲୀ ୨୬ ଜୁଲାଇ (ଓଡ଼ିଆ ପୁଅ) ଅକ୍ଟୋବର ୩ ତାରିଖରେ JEE ଆଡଭାନ୍ସ ପରୀକ୍ଷା। କୋଭିଡ୍‌ ଗାଇଡଲାଇନ୍‌ରେ ହେବ ଏହି ପରୀକ୍ଷା। ଏ ନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। IIT ରେ ନାମଲେଖା ପାଇଁ ହୋଇଥାଏ ଜେଇଇ ଆଡଭାନ୍ସ ପରୀକ୍ଷା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.