Home ଓଡ଼ିଶା ସୁଶାସନ ଏବଂ ଗରୀବ କଲ୍ୟାଣର ହିତାଧିକାରୀ ସମାବେଶ ..

ସୁଶାସନ ଏବଂ ଗରୀବ କଲ୍ୟାଣର ହିତାଧିକାରୀ ସମାବେଶ ..

32

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେବା, ସୁଶାସନ ଏବଂ ଗରୀବ କଲ୍ୟାଣର ହିତାଧିକାରୀ ସମାବେଶ ସହ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଯୁବନେତା ତଥା ବିଜେପି ଓବିସି ମୋର୍ଚ୍ଚାର ଜିଲ୍ଲା ସାଧାରଣ ସମ୍ପାଦକ ଶଙ୍କର ରେଡ୍ଡୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ଅନୁସୂଚିତ ଜାତି ସମ୍ପାଦକ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବନେତା କୃଷ୍ଣଚନ୍ଦ୍ର ନାୟକଙ୍କ ସମେତ କେ. ଚନ୍ଦ୍ର ଶେଖର ରେଡ୍ଡୀ, ମଣ୍ଡଳ ସଭାପତି ଦୀନବନ୍ଧୁ ନନ୍ଦ, ସଞ୍ଜିତ କୁମାର ରାଉଳ, ଜିଲ୍ଲା ଉପସଭାପତି ସୁବାସ ସାହୁ, ବସନ୍ତ ବେହେରା, ପ୍ରଶାନ୍ତ କର ଏବଂ ପ୍ରଫୁଲ ପଣ୍ଡାଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।
-/DevD®

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.