Home Coronavirus Outbreak ବସ୍ ସେବା ଉପରେ ଲାଗିଲା କଟକଣା, ଜୁନ୍ ୧ ତାରିଖ ୫ ଟା ପର୍ଯ୍ୟନ୍ତ ଚାଲିବନି...

ବସ୍ ସେବା ଉପରେ ଲାଗିଲା କଟକଣା, ଜୁନ୍ ୧ ତାରିଖ ୫ ଟା ପର୍ଯ୍ୟନ୍ତ ଚାଲିବନି ପାସେଞ୍ଜର ବସ୍

255

ଭୁବନେଶ୍ୱର ୧୮-୫ (ଓଡ଼ିଆ ପୁଅ) : ଆଜି, ରାଜ୍ୟ ସରକାର COVID୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଚାଲୁଥିବା ଲକଡାଉନ୍ କୁ ଜୁନ୍ ୧ ତାରିଖ ୫ ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ଇତି ମଧ୍ୟରେ ଆନ୍ତଃ ରାଜ୍ୟ ଏବଂ ଅନ୍ତର୍ରାଜ୍ୟ ବସ୍ ସେବା ଉପରେ ଲାଗିଛି କଟକଣା। ଜୁନ୍ ୧ ତାରିଖ ୫ ଟା ପର୍ଯ୍ୟନ୍ତ ଚାଲିବନି ପାସେଞ୍ଜର ବସ୍। ଏ ନେଇ ଏକ ବିଜ୍ଞପ୍ଟି ଜାରୀ କରିଛନ୍ତି ରାଜ୍ୟ ସରକାର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.