Home Coronavirus Outbreak ୫୮ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର – ୪୧ ସୁରାଟ ଫେରନ୍ତା, ୫ କର୍ଣ୍ଣାଟକ,...

୫୮ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର – ୪୧ ସୁରାଟ ଫେରନ୍ତା, ୫ କର୍ଣ୍ଣାଟକ, ୧୦ ପଶ୍ଚିମବଙ୍ଗ ଫେରନ୍ତା

458

ଭୁବନେଶ୍ୱର ୧୦-୫ (ଓଡ଼ିଆ ପୁଅ): ଆଜି ସକାଳେ ରାଜ୍ୟରେ ନୂଆ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୯ ଗଞ୍ଜାମରୁ, ୧୫ ବାଲେଶ୍ୱରରୁ, ୧୩ ଅନୁଗୋଳରୁ ହୋଇଥିବା ବେଳେ ଜଣେ ମୟୂରଭଞ୍ଜରୁ। ତେବେ ୫୮ ଜଣଙ୍କ ମଧ୍ୟରୁ ୪୧ ଜଣ ସୁରାଟରୁ ଫେରିଥିବା ବେଳେ ୧୦ ଜଣ ପଶ୍ଚିମବଙ୍ଗରୁ, ୫ ଜଣ ବର୍ଣ୍ଣାଟକାରୁ ଓ ଜଣେ ମହାରାଷ୍ଟ୍ରରୁ ଫେରିଥିଲେ। ସେହିପରି କେବଳ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ସ୍ଥାନୀୟଙ୍କୁ ଛାଡ଼ି, ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.