Home Coronavirus Outbreak ୬୩ ଲକ୍ଷ ପାର – ଦେଶରେ ୮୬, ୮୨୧ ନୂଆ କରୋନା ଆକ୍ରାନ୍ତ, ୧, ୧୮୧...

୬୩ ଲକ୍ଷ ପାର – ଦେଶରେ ୮୬, ୮୨୧ ନୂଆ କରୋନା ଆକ୍ରାନ୍ତ, ୧, ୧୮୧ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୯୮, ୬୭୮ କୁ ବୃଦ୍ଧି

52

ନୂଆ ଦିଲ୍ଲୀ ୦୧-୧୦ (ଓଡ଼ିଆ ପୁଅ) ଆଜିବି ଦେଶରେ ୮୬, ୮୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୧୮୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩, ୧୨, ୫୮୫ କୁ ବୃଦ୍ଧି ପାଇଛି ଓ ୯, ୪୦, ୭୦୫ ସକ୍ରୀୟ ଥିବାବେଳେ ଏବଂ ୫୨, ୭୩, ୨୦୨ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୯୮, ୬୭୮ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.