Home Coronavirus Outbreak ଦେଶରେ ୮୩, ୩୪୧ ନୂଆ କରୋନା ଆକ୍ରାନ୍ତ, ୧, ୦୯୬ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୬୮,...

ଦେଶରେ ୮୩, ୩୪୧ ନୂଆ କରୋନା ଆକ୍ରାନ୍ତ, ୧, ୦୯୬ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୬୮, ୪୭୨ କୁ ବୃଦ୍ଧି

70

ନୂଆ ଦିଲ୍ଲୀ ୦୪-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୮୩, ୩୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୦୯୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯, ୩୬, ୭୪୮ କୁ ବୃଦ୍ଧି ପାଇଛି ଓ ୮, ୩୧, ୧୨୪ ସକ୍ରୀୟ ଥିବାବେଳେ ଏବଂ ୩୦, ୩୭, ୧୫୨ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୬୮, ୪୭୨ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.