Home Coronavirus Outbreak ଦେଶରେ ୯୬, ୫୫୧ ନୂଆ କରୋନା ଆକ୍ରାନ୍ତ, ୧, ୨୦୯ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୬,...

ଦେଶରେ ୯୬, ୫୫୧ ନୂଆ କରୋନା ଆକ୍ରାନ୍ତ, ୧, ୨୦୯ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୬, ୨୭୧ କୁ ବୃଦ୍ଧି

69

ନୂଆ ଦିଲ୍ଲୀ ୧୧-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୯୬, ୫୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୨୦୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫, ୬୨, ୪୧୫ କୁ ବୃଦ୍ଧି ପାଇଛି ଓ ୯, ୪୩, ୪୮୦ ସକ୍ରୀୟ ଥିବାବେଳେ ଏବଂ ୩୩, ୩୫, ୪୨, ୬୬୪ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୭୬, ୨୭୧ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.