Home Coronavirus Outbreak ଦେଶରେ ୮୯, ୭୦୬ ନୂଆ କରୋନା ଆକ୍ରାନ୍ତ, ୧, ୧୧୫ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୩,...

ଦେଶରେ ୮୯, ୭୦୬ ନୂଆ କରୋନା ଆକ୍ରାନ୍ତ, ୧, ୧୧୫ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୩, ୮୯୦ କୁ ବୃଦ୍ଧି

173

ନୂଆ ଦିଲ୍ଲୀ ୦୯-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୮୯, ୭୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୧୧୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩, ୭୦, ୧୨୯ କୁ ବୃଦ୍ଧି ପାଇଛି ଓ ୮, ୯୭, ୩୯୪ ସକ୍ରୀୟ ଥିବାବେଳେ ଏବଂ ୩୩, ୯୮, ୮୪୫ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୭୩, ୮୯୦ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.