Home Coronavirus Outbreak ଦେଶରେ ୯୦, ୮୦୨ ନୂଆ କରୋନା ଆକ୍ରାନ୍ତ, ୧, ୦୧୬ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୧,...

ଦେଶରେ ୯୦, ୮୦୨ ନୂଆ କରୋନା ଆକ୍ରାନ୍ତ, ୧, ୦୧୬ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୧, ୬୪୨ କୁ ବୃଦ୍ଧି

65

ନୂଆ ଦିଲ୍ଲୀ ୦୭-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୯୦, ୮୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୦୧୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨, ୦୪, ୬୧୪ କୁ ବୃଦ୍ଧି ପାଇଛି ଓ ୮, ୮୨, ୫୪୨ ସକ୍ରୀୟ ଥିବାବେଳେ ଏବଂ ୩୨, ୫୦, ୪୨୯ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୭୧, ୬୪୨ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.