Home Top News India v England T20 : ଦ୍ୱିତୀୟ ମ୍ୟାଚ୍‌ରେ ୭ ୱିକେଟ୍‌ରେ ଜିତିଲା ଭାରତ, ଇଶାନ...

India v England T20 : ଦ୍ୱିତୀୟ ମ୍ୟାଚ୍‌ରେ ୭ ୱିକେଟ୍‌ରେ ଜିତିଲା ଭାରତ, ଇଶାନ ଏବଂ କୋହଲିଙ୍କର ଅର୍ଦ୍ଧ ଶତକ

231

Live – 22-11 – ୧୩.୪ ଓଭର ୱିକେଟ୍! ଋଷଭ ପନ୍ତ ଆଉଟ୍‌ (୨୬) ଆଉଟ୍, କ୍ରିସ୍ ଜୋର୍ଡାନ୍ ଙ୍କ ବଲ୍‌ରେ ଜନି ବେୟାରଷ୍ଟୋ ଙ୍କୁ କ୍ୟାଚ ଦେଇଦେଲେ ଭାରତ ୧୩୦/୩

21.45 ଖେଳୁଛନ୍ତି –

୮ ଓଭର ପରେ ଭାରତ ୭୫/୧, ଇଶାନ-କୋହଲିଙ୍କର ଛକା ଚୌକା ବର୍ଷା

ଇଶାନ୍ କିଷନ୍ ୪୧ ରନ୍ କରିଛନ୍ତି ୨୨ ବଲ ଖେଳି ୫ ଟି ଚୌକା ୨ ଟି ଛକା ସାମିଲ ଅଛି।
ବିରାଟ କୋହଲି ୩୨ ରନ୍ କରିଛନ୍ତି ୨୧ ବଲ ଖେଳି ୩ ଟି ଚୌକା ୧ଟି ଛକା ସାମିଲ ଅଛି।

21.29 -୫ ଓଭର ପରେ ଭାରତ ୩୪/୧,  ରାହୁଲ ଶୂନରେ ଆଉଟ୍‌ –

ଇଶାନ୍ କିଶାନ୍ ୧୦ ଟି ବଲ୍‌ ଖେଳି (୧୨) ରନ୍‌ କରିଖେଳୁଛନ୍ତି। ଏଥିରେ ୨ ଟି ଚୌକା ଲଗାଇଛନ୍ତି। ତାଙ୍କ ସାଥୀ ଦେଉଛନ୍ତି ବିରାଟ କୋହଲି ଠକେଇ ନୁହେଁ ୨୧ ରନ୍‌ କରିଛନ୍ତି ୧୪ ଟି ବଲ୍‌ରେ ୩ଟି ଚୌକା ମାରିଛନ୍ତି ବିରାଟ।

୦.୬: ୱିକେଟ୍! କେ.ଏଲ୍ ରାହୁଲ (୦) ଆଉଟ୍, c ଜୋସ୍ ବଟଲର୍ ବି ସାମ କୁରାନ୍, ୦/୧

୨୦.୫୧ – ଭାରତକୁ ୧୬୫ର ବିଜୟ ଲକ୍ଷ ଦେଲା ଇଂଲଣ୍ଡ, ଇଲଣ୍ଡ ୧୬୪/୬

୧୯.୪: ୱିକେଟ୍! ବି ଷ୍ଟୋକ୍ସ (୨୪) ଆଉଟ୍, ଶାର୍ଦ୍ଦୁଲ ଠାକୁରଙ୍କ ବଲରେ ହାର୍ଦ୍ଦିକ ପାଣ୍ଡ୍ୟା କୁମାରଙ୍କ ହାତକୁ ଟେକିଦେଲେ କ୍ୟାଚ୍‌, ୧୬୦/୬।

୧୭.୧: ୱିକେଟ୍! ମୋର୍ଗାନ୍ (୨୮) ଆଉଟ୍, ଶାର୍ଦ୍ଦୁଲ ଠାକୁରଙ୍କ ବଲରେ ଋଷଭ ପନ୍ତଙ୍କ ହାତକୁ ଟେକିଦେଲେ କ୍ୟାଚ୍‌  ୧୭.୧ ଓଭର ଖେଳ ଶେଷ ସୁଦ୍ଧା ୧୪୨/୫।

୨୦-୧୨ -୧୩.୫: ୱିକେଟ୍! ଜେ ବେୟାରଷ୍ଟୋ (୨୦) ଆଉଟ୍, ୱାଶିଂଟନ୍ ସୁନ୍ଦରଙ୍କ ବଲରେ ସୂର୍ଯ୍ୟକୁମାର ଯାଦବଙ୍କ ହାତକୁ ଟେକିଦେଲେ କ୍ୟାଚ୍‌ ଇଲଣ୍ଡ, -୧୧୯/୪।

ୱିକେଟ୍! ଜେ ରୟ (୪୬) ଆଉଟ୍,  ୱାଶିଂଟନ୍ ସୁନ୍ଦରଙ୍କ ବଲରେ ଭୁବନେଶ୍ୱର କୁମାରଙ୍କ ହାତକୁ ଟେକିଦେଲେ କ୍ୟାଚ୍‌, ୧୨ ଓଭର ଖେଳ ଶେଷ ସୁଦ୍ଧା ୯୭/୩

୧୯.୫୮ -୧୦ ଓଭର ଖେଳ ସେଷ ସୁଦ୍ଧା ଇଲଣ୍ଡର ସ୍କୋର ୮୩/୨

– ୧୯.୫୧ ବର୍ତ୍ତମାନ ୮.୨ ଓଭର ଖେଳ ସେଷ ସୁଦ୍ଧା ଇଲଣ୍ଡର ସ୍କୋର ୬୪/୨
ଡେଭିଡ ମଲାନ ୟୁଜଭେନ୍ଦ୍ର ଚହଲଙ୍କ ବଲ୍ରେ ଏଲବିଡବ୍ଲୁ ଆଉଟ୍ ହୋଇଛନ୍ତି।
୮.୨ ଓଭରରେ ଦ୍ୱିତୀୟ ୱିକେଟ୍ ର ପତନ ହୋଇଛି। ଡି ମାଲାନଙ୍କୁ (୨୪) ରେ।BW ଆଉଟ୍ କରିଛନ୍ତି ୟୁଜଭେନ୍ଦ୍ର ଚହଲ, ଇଲଣ୍ଡ ୬୪/୨।
ଜେସନ୍ ରୟ ୩୧ ରନ୍ କରିଛନ୍ତି ୨୬ ବଲ୍ ଖେଳି ୧୧୯.୨୩ଷ୍ଟ୍ରାଇକ୍ ରେଟ୍ ଥିବା ବେଳେ ଏଥିରେ ୨ ଚୌକା ଏବଂ ୨ ଟି ଛକ୍କା ଅଛି
ଡେଭିଡ୍ ମାଲାନ୍ ୨୪ ରନ୍ କରିଛନ୍ତି ୨୩ ବଲ୍ ଖେଳି ୧୦୪.୩୪ ଷ୍ଟ୍ରାଇକ୍ ରେଟ୍ ଥିବା ବେଳେ ୪ ଚୌକା

– 19.45 ବର୍ତ୍ତମାନ ୮ ଓଭର ଖେଳ ସେଷ ସୁଦ୍ଧା ଇଲଣ୍ଡର ସ୍କୋର ୬୪/୧
ଜେସନ୍ ରୟ ୩୧ ରନ୍‌ କରିଛନ୍ତି ୨୬ ବଲ୍‌ ଖେଳି ୧୧୯.୨୩ଷ୍ଟ୍ରାଇକ୍‌ ରେଟ୍‌ ଥିବା ବେଳେ ଏଥିରେ ୨ ଚୌକା ଏବଂ ୨ ଟି ଛକ୍କା ଅଛି
ଡେଭିଡ୍ ମାଲାନ୍ ୨୪ ରନ୍‌ କରିଛନ୍ତି ୨୧ ବଲ୍‌ ଖେଳି ୧୧୪.୨୮ଷ୍ଟ୍ରାଇକ୍‌ ରେଟ୍‌ ଥିବା ବେଳେ ୪ ଚୌକା

– ୧୯-୨୮ – ଭୁବନେଶ୍ୱର କୁମାର ୨ ଓଭର ବୋଲିଂ କରି ୧୨ ରନ୍‌ ଦେଇ ଗୋଟିଏ ୱିକେଟ୍‌ ନେଇଛନ୍ତି ଏବଂ ୱାଶିଂଟନ୍ ସୁନ୍ଦର ମଧ୍ୟ ୨ ଓଭର ବୋଲିଂ କରି ୧୪ ରନ୍‌ ଦେଇଛନ୍ତି। ପଞ୍ଚମ ଓଭର ବୋଲିଂ କରୁଛନ୍ତି ସାର୍ଦୁଲ ଠାକୁର। ବର୍ତ୍ତମାନ ଇଲଣ୍ଡର ସ୍କୋର ୫ ଓଭର ପରେ ୩୭/୧

– ୧୯-୧୪ – ଇଂଲଣ୍ଡକୁ ପ୍ରଥମ ଝଟକା, ଜୋସ୍ ବଟଲର୍ ଶୂନରେ ଆଉଟ୍‌। ବର୍ତ୍ତମାନ ଜେସନ୍ ରୟ (୮) ଡେଭିଡ୍ ମାଲାନ୍ (୪) ଖେଳୁଛନ୍ତି। ଜୋସ୍ ବଟଲର୍ ଙ୍କ ୱିକେଟ୍‌ ଭୁବନେଶ୍ୱର କୁମାର ନେଇଛନ୍ତି। ଜୋସ୍ ବଟଲର୍ ଖାତା ନଖୋଲି ପାଭିଲିୟନକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ଇଲଣ୍ଡ ୨ ଓଭରରେ ୧୨ ରନ୍‌ କରିଛି ଗୋଟିଏ ୱିକେଟ୍ ର ପତନ ପରେ।

ନୂଆ ଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ- T-20 ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯାଉଛି। ସିରିଜର ପ୍ରଥମ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆକୁ ଆଠଟି ୱିକେଟ୍ ପରାଜୟ ସ୍ୱିକାର କରିବାକୁ ପଡ଼ିଥିଲା। ବର୍ତ୍ତମାନ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବ ଏବଂ ସିରିଜ୍‌ରେ ସମାନତା ଆଣିବାକୁ ଚେଷ୍ଟା କରିବ, ଯାହାଫଳରେ ଦଳ ସିରିଜରେ ରହିବ। ଏହି ସମୟରେ ଭାରତୀୟ ଦଳରେ ପରିବର୍ତ୍ତନ ହେବାର ସମ୍ଭାବନା ପ୍ରକାଶ ପାଇଛି। ଏହି ମ୍ୟାଚରେ ହିଟମ୍ୟାନ୍ ଓପନର୍ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନ ହୋଇପାରେ ବୋଲି ବିଶ୍ୱାସ କରାଯାଉଥିଲା କିନ୍ତୁ ତାହା ହୋଇନାହିଁ। ଏଥର ଇଶାନ୍‌ କିଷନ ଓପନିଂ କରିବେ। ଶିଖର ଧାୱନଙ୍କ ସ୍ଥାନରେ ଇଶାନ କିଷନଙ୍କୁ ନିଆଯାଇଛି। ପ୍ରଥମ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କୁ ଏକାଦଶ ଖେଳରୁ ଦୂରେଇ ରଖାଯାଇଥିଲା, କେଏଲ ରାହୁଲ ଶିଖର ଧାୱନ ଦଳ ପକ୍ଷରୁ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବରେ ଖେଳୁଥିବାର ନଜର ଆସିଥିଲେ। ଯଦିଓ ଦୁହିଁଙ୍କ ମଧ୍ୟରୁ କେହି ଭଲ ପ୍ରଦର୍ଶନ କରିନଥିଲେ ଏପରିକି ଅଧିନାୟକ ବିରାଟ କୋହଲି ମଧ୍ୟ କିଛି ନକରି ଆଉଟ୍ ହୋଇଥିଲେ।

ତେବେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଥିବା ବେଳେ ଇଲଣ୍ଡ ଦଳରେ ଜଣଙ୍କୁ ପରିବର୍ତ୍ତନ କରାଯାଇଛି। ଭାରତୀୟ ଦଳରେ ଇଶାନ କିଷନ ଏବଂ ସୂର୍ଯ୍ୟକୁମାର ଯାଦବଙ୍କର ଡେବ୍ୟୁ ହୋଇଛି। ଇଲଣ୍ଡର ଦଳରେ ଟମ୍ କୁରାନ୍‌ଙ୍କର ଏଣ୍ଟି ହୋଇଛି।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.