Home ଆନ୍ତର୍ଜାତୀୟ ଭାରତରେ ଆୟୋଜିତ ହେବ T-20 ବିଶ୍ୱକପ 2021, ଆଇସିସି ବୈଠକରେ ବଡ ନିଷ୍ପତ୍ତି

ଭାରତରେ ଆୟୋଜିତ ହେବ T-20 ବିଶ୍ୱକପ 2021, ଆଇସିସି ବୈଠକରେ ବଡ ନିଷ୍ପତ୍ତି

169

ନୂଆଦିଲ୍ଲୀ ୭-୮ (ଓଡ଼ିଆ ପୁଅ) ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା 2020 T-20 ବିଶ୍ୱକପ ସ୍ଥଗିତ ହେବା ପରେ ପ୍ରଶ୍ନ ଉଠିଥିଲା ଯେ, ଆସନ୍ତା ବର୍ଷର T-20 ବିଶ୍ୱକପ କେଉଁ ଦେଶରେ ଅନୁଷ୍ଠିତ ହେବ। ବର୍ତ୍ତମାନ ଏହି ପ୍ରଶ୍ନର ଉତ୍ତର ମିଳିଯାଇଛି। ଶୁକ୍ରବାର ଅନୁଷ୍ଠିତ ଆଇସିସି ବୈଠକରେ ଭାରତରେ 2021 T-20 ବିଶ୍ୱକପ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।

2022, T-20 ବିଶ୍ୱକପ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ। ଏହି ଆଇସିସି ବୈଠକରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ କ୍ରିକେଟ୍ ଅଷ୍ଟ୍ରେଲିଆର ମୁଖ୍ୟ ମଧ୍ୟ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.