Home Coronavirus Outbreak ଦେଶରେ ଆଜି ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫୪, ୦୬୯...

ଦେଶରେ ଆଜି ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫୪, ୦୬୯ ନୂଆ କରୋନା ସଂକ୍ରମଣ, ୧, ୩୨୧ ମୃତ୍ୟୁ

48

ନୂଆଦିଲ୍ଲୀ ୨୪ ଜୁନ୍ (ଓଡିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫୪, ୦୬୯ ନୂଆ କରୋନା ସଂକ୍ରମଣ ହୋଇଥିବା ଭାରତର ସକ୍ରିୟ ମାମଲା ୬, ୨୭, ୦୫୭ କୁ ହ୍ରାସ ପାଇଛି।

ରୋଗ୍ୟ ହାର ୯୬.୬୧% କୁ ବୃଦ୍ଧି ପାଇଛି। କ୍ରମାଗତ ୧୬ ଦିନ ପାଇଁ ଦୈନିକ ପଜିଟିଭିଟି ହାର ୩.୦୪%, ୫% ରୁ କମ୍ ଅଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩, ୦୦, ୮୨, ୭୭୮ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୬, ୧୩୭ ଜଣ।

ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୬୮, ୮୮୫ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧, ୩୨୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩, ୯୧, ୯୮୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୬, ୨୭, ୦୫୭ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨, ୯୦, ୬୩, ୭୪୦ ଜଣ।

ସକ୍ରୀୟ ଆକ୍ରାନ୍ତ ୨.୦୮%

ଆରୋଗ୍ୟ ହୋଇଛନ୍ତି ୯୬.୬୧%

ଏବଂ ମୃତ୍ୟୁ ସଂଖ୍ୟା ୧.୩୦%

ଟିକାକରଣ

ଦେଶରେ ମୋଟ ଟିକାକରଣ ୩୦, ୧୬, ୨୬, ୦୨୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୪, ୮୯, ୫୯୯ ଟି।

ପରୀକ୍ଷଣ

ଦେଶରେ ମୋଟ କରୋନା ପରୀକ୍ଷଣ ୩୯, ୭୮, ୩୨, ୬୬୭ ହୋଇଥିବା ବେଳେ ଗତକାଲି କରୋନା ପରୀକ୍ଷଣ ହୋଇଛି ୧୮, ୫୯, ୪୬୯ ଟି।

ରାଜ୍ୟୱାରୀ ସମସ୍ତ ତଥ୍ୟ –

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦୧ ୭୨୧୦ ୧୫ ୧୨୭  
ଆନ୍ଧ୍ରପ୍ରଦେଶ ୫୧୨୦୪ ୧୭୯୮୩୮୦ ୭୩୨୪ ୧୨୪୫୨ ୩୬
ଅରୁଣାଚଳ ପ୍ରଦେଶ ୨୫୬୭ ୩୧୧୮୯ ୨୩୩ ୧୬୦  
ଆସାମ ୩୧୮୭୧ ୪୫୪୭୨୬ ୩୮୦୨ ୪୩୧୦ ୩୦
ବିହାର ୨୭୦୫ ୭୦୮୨୩୧ ୩୯୮ ୯୫୬୯
ଚଣ୍ଡିଗଡ଼ ୨୬୭ ୬୦୪୪୬ ୬୩ ୮୦୭
ଛତିଶଗଡ ୭୬୧୦ ୯୭୧୦୫୭ ୮୧୩ ୧୩୪୦୭
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୬୦ ୧୦୪୫୯  
ଦିଲ୍ଲୀ ୧୭୯୭ ୧୪୦୬୬୨୯ ୭୦୨ ୨୪୯୪୦
୧୦ ଗୋଆ ୨୭୬୫ ୧୫୯୪୧୯ ୩୯୦ ୩୦୧୩
୧୧ ଗୁଜୁରାଟ ୪୮୦୭ ୮୦୭୯୧୧ ୪୮୭ ୧୦୦୪୦
୧୨ ହରିୟାଣା ୨୧୬୦ ୭୫୬୪୨୬ ୧୯୫ ୯୩୧୪ ୧୯
୧୩ ହିମାଚଳ ପ୍ରଦେଶ ୨୨୮୭ ୧୯୫୩୦୧ ୨୩୯ ୩୪୬୧
୧୪ ଜାମ୍ମୁ କାଶ୍ମୀର ୬୭୮୨ ୩୦୧୯୭୩ ୮୩୯ ୪୨୭୩
୧୫ ଝାଡଖଣ୍ଡ ୧୩୬୪ ୩୩୮୪୪୬ ୧୯୦ ୫୧୦୪
୧୬ କର୍ଣ୍ଣାଟକ ୧୧୬୪୭୩ ୨୬୬୮୭୦୫ ୬୪୫୫ ୩୪୨୮୭ ୧୨୩
୧୭ କେରଳ ୯୯୮୩୫ ୨୭୨୯୯୬୭ ୧୩୬୮୩ ୧୨୪୪୫ ୧୫୦
୧୮ ଲଦାଖ ୩୩୮ ୧୯୩୪୧ ୩୨ ୨୦୨  
୧୯ ଲକ୍ଷଦୀପ ୩୪୦ ୯୧୭୨ ୩୦ ୪୭  
୨୦ ମଧ୍ୟପ୍ରଦେଶ ୧୪୯୫ ୭୭୯୧୭୭ ୨୭୫ ୮୮୨୭ ୨୧
୨୧ ମହାରାଷ୍ଟ୍ର ୧୨୪୯୯୪ ୫୭୫୩୨୯୦ ୧୧୦୩୨ ୧୧୯୩୦୩ ୫୦୮
୨୨ ମଣିପୁର ୯୨୯୧ ୫୫୨୫୭ ୫୪୩ ୧୦୭୪
୨୩ ମେଘାଳୟ ୪୩୧୨ ୪୧୩୪୯ ୪୩୪ ୭୯୭
୨୪ ମିଜୋରାମ ୪୪୪୨ ୧୪୦୯୬ ୧୯୬ ୮୬
୨୫ ନାଗାଲାଣ୍ଡ ୧୫୭୮ ୨୨୪୮୬ ୨୮୨ ୪୭୭  
୨୬ ଓଡ଼ିଶା ୩୦୨୧୭ ୮୫୩୦୧୨ ୪୦୫୨ ୩୭୧୭ ୪୬
୨୭ ପୁଡୁଚେରୀ ୩୦୫୮ ୧୧୦୮୩୮ ୪୧୫ ୧୭୩୧
୨୮ ପଞ୍ଜାବ ୫୬୪୧ ୫୭୨୦୦୮ ୮୦୧ ୧୫୯୨୩ ୩୫
୨୯ ରାଜସ୍ଥାନ ୨୧୭୮ ୯୪୦୪୬୫ ୩୬୪ ୮୯୦୫
୩୦ ସିକ୍କିମ୍ ୨୩୯୦ ୧୬୯୦୩ ୧୭୧ ୨୯୬  
୩୧ ତାମିଲନାଡୁ ୫୨୮୮୪ ୨୩୫୮୭୮୫ ୧୦୪୩୨ ୩୧୭୪୬ ୧୬୬
୩୨ ତେଲେଙ୍ଗାନା ୧୬୪୬୨ ୫୯୬୬୨୮ ୧୨୮୦ ୩୫୯୮ ୧୨
୩୩ ତ୍ରିପୁରା ୩୮୬୧ ୫୮୯୭୮ ୨୪୩ ୬୬୦
୩୪ ଉତ୍ତରାଖଣ୍ଡ ୨୮୭୭ ୩୨୯୧୮୨ ୧୫୨ ୭୦୬୮ ୧୬
୩୫ ଉତ୍ତରପ୍ରଦେଶ ୩୬୬୬ ୧୬୭୮୭୮୮ ୩୦୨ ୨୨୩୩୬ ୫୪
୩୬ ପଶ୍ଚିମବଙ୍ଗ ୨୨୩୭୮ ୧୪୪୭୫୧୦ ୨୦୧୭ ୧୭୪୭୫ ୩୮
ମୋଟ ୬୨୭୦୫୭ ୨୯୦୬୩୭୪୦ ୬୮୮୮୫ ୩୯୧୯୮୧ ୧୩୨୧

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.