Home Coronavirus Outbreak ଆଜି ଦେଶରେ ୬୦, ୭୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧, ୬୪୭ ମୃତ୍ୟୁ

ଆଜି ଦେଶରେ ୬୦, ୭୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧, ୬୪୭ ମୃତ୍ୟୁ

65

ନୂଆ ଦିଲ୍ଲୀ ୧୯-୬ – (ଓଡ଼ିଆ ପୁଅ) ଗତ ଘଣ୍ଟା ମଧ୍ୟରେ ଦେଶରେ ୬୦, ୭୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧, ୬୪୭ ଜଣଙ୍କର ମୃତ୍ୟୁ ହୋଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୯୮, ୨୩, ୫୪୬ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୩୮, ୬୩୭ ଜଣ।

ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୯୭, ୭୪୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧, ୬୪୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩, ୮୫, ୧୩୭ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୭, ୬୦, ୦୧୯ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨, ୮୬, ୭୮, ୩୯୦ ଜଣ।

ସକ୍ରୀୟ ଆକ୍ରାନ୍ତ ୨.୫୫%

ଆରୋଗ୍ୟ ହୋଇଛନ୍ତି ୯୬.୧୬%

ଏବଂ ମୃତ୍ୟୁ ସଂଖ୍ୟା ୧.୨୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨୭, ୨୩, ୮୮, ୭୮୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୩, ୦୦, ୦୮୫ ଟି।

ପରୀକ୍ଷଣ

ଦେଶରେ ମୋଟ କରୋନା ପରୀକ୍ଷଣ ୩୮, ୯୨, ୦୭, ୬୩୭ ହୋଇଥିବା ବେଳେ ଗତକାଲି କରୋନା ପରୀକ୍ଷଣ ହୋଇଛି ୧୯, ୦୨, ୦୦୯।

ରାଜ୍ୟୱାରୀ ସମସ୍ତ ତଥ୍ୟ –

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦୮ ୭୧୨୮ ୨୪ ୧୨୭
ଆନ୍ଧ୍ରପ୍ରଦେଶ ୬୭୬୨୯ ୧୭୫୯୩୯୦ ୮୪୮୬ ୧୨୨୨୪ ୫୭
ଅରୁଣାଚଳ ପ୍ରଦେଶ ୨୫୯୯ ୨୯୯୩୪ ୩୨୨ ୧୫୯
ଆସାମ ୩୬୯୭୮ ୪୩୬୦୪୩ ୪୮୩୫ ୪୧୩୮ ୩୩
ବିହାର ୩୫୪୮ ୭୦୫୯୬୭ ୫୯୪ ୯୫୩୬
ଚଣ୍ଡିଗଡ଼ ୪୩୧ ୬୦୧୨୩ ୪୭ ୮୦୪
ଛତିଶଗଡ ୧୦୦୬୨ ୯୬୬୪୧୪ ୧୧୨୨ ୧୩୩୬୮
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୭୧ ୧୦୪୨୫
ଦିଲ୍ଲୀ ୨୪୪୫ ୧୪୦୪୬୮୮ ୨୬୦ ୨୪୯୦୦ ୧୪
୧୦ ଗୋଆ ୩୫୯୯ ୧୫୭୩୫୩ ୫୩୪ ୨୯୭୫
୧୧ ଗୁଜୁରାଟ ୭୨୩୦ ୮୦୪୬୬୮ ୭୭୬ ୧୦୦୨୩
୧୨ ହରିୟାଣା ୨୯୪୦ ୭୫୪୯୨୪ ୪୬୦ ୯୧୮୩ ୩୬
୧୩ ହିମାଚଳ ପ୍ରଦେଶ ୩୧୯୩ ୧୯୩୪୨୧ ୫୭୬ ୩୪୨୯
୧୪ ଜାମ୍ମୁ କାଶ୍ମୀର ୧୦୦୯୪ ୨୯୬୩୬୦ ୧୧୭୧ ୪୨୩୪
୧୫ ଝାଡଖଣ୍ଡ ୧୮୧୧ ୩୩୭୩୬୨ ୨୭୪ ୫୦୯୭
୧୬ କର୍ଣ୍ଣାଟକ ୧୩୭୦୭୨ ୨୬୨୫୪୪୭ ୧୫୨୯୦ ୩୩୬୦୨ ୧୬୮
୧୭ କେରଳ ୧୦୮୧୧୭ ୨୬୬୫୩୫୪ ୧୨୧୪୭ ୧୧୮୩୩ ୯୦
୧୮ ଲଦାଖ ୪୩୩ ୧୯୦୯୭ ୭୫ ୨୦୦
୧୯ ଲକ୍ଷଦୀପ ୩୪୭ ୯୦୦୦ ୬୭ ୪୫
୨୦ ମଧ୍ୟପ୍ରଦେଶ ୨୭୨୭ ୭୭୭୬୩୦ ୩୩୯ ୮୭୦୭ ୨୮
୨୧ ମହାରାଷ୍ଟ୍ର ୧୩୭୮୫୧ ୫୬୯୯୯୮୩ ୧୪୩୪୭ ୧୧୬୬୭୪ ୬୪୮
୨୨ ମଣିପୁର ୯୨୪୬ ୫୨୬୬୭ ୪୪୭ ୧୦୩୩ ୧୨
୨୩ ମେଘାଳୟ ୪୮୧୯ ୩୮୭୯୨ ୪୩୧ ୭୭୧
୨୪ ମିଜୋରାମ ୩୮୧୬ ୧୨୮୫୮ ୨୨୮ ୭୬
୨୫ ନାଗାଲାଣ୍ଡ ୨୦୫୯ ୨୧୫୭୧ ୩୬୪ ୪୬୭
୨୬ ଓଡ଼ିଶା ୩୭୧୩୯ ୮୨୯୮୫୧ ୬୨୫୨ ୩୫୦୮ ୩୭
୨୭ ପୁଡୁଚେରୀ ୪୧୨୫ ୧୦୮୪୬୨ ୫୫୭ ୧୭୧୪
୨୮ ପଞ୍ଜାବ ୮୮୨୯ ୫୬୬୫୬୮ ୧୨୨୯ ୧୫୭୭୧ ୩୩
୨୯ ରାଜସ୍ଥାନ ୩୭୮୩ ୯୩୮୧୦୧ ୬୨୦ ୮୮୮୪
୩୦ ସିକ୍କିମ୍ ୨୯୦୦ ୧୫୮୬୮ ୧୬୬ ୨୯୦
୩୧ ତାମିଲନାଡୁ ୮୯୦୦୯ ୨୨୮୬୬୫୩ ୧୯୮୬୦ ୩୦୮୩୫ ୨୮୭
୩୨ ତେଲେଙ୍ଗାନା ୧୯୦୨୯ ୫୮୮୨୫୯ ୧୮୯୭ ୩୫୪୬ ୧୨
୩୩ ତ୍ରିପୁରା ୪୭୧୫ ୫୬୪୨୫ ୫୯୬ ୬୪୨
୩୪ ଉତ୍ତରାଖଣ୍ଡ ୩୨୩୧ ୩୨୮୦୪୦ ୪୫୬ ୭୦୧୭
୩୫ ଉତ୍ତରପ୍ରଦେଶ ୫୩୪୩ ୧୬୭୬୪୫୮ ୭୭୪ ୨୨୦୮୧ ୫୧
୩୬ ପଶ୍ଚିମବଙ୍ଗ ୨୨୬୯୧ ୧୪୩୭୧୦୬ ୨୧୧୨ ୧୭୨୪୦ ୫୮
ମୋଟ ୭୬୦୦୧୯ ୨୮୬୭୮୩୯୦ ୯୭୭୪୩ ୩୮୫୧୩୭ ୧୬୪୭

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.