Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୭,୭୭୪ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୭,୭୭୪ ନୂଆ ଆକ୍ରାନ୍ତ ଚିହ୍ନଟ, ୩୦୬ ମୃତ

38

ନୂଆ ଦିଲ୍ଲୀ ୧୨-୧୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୭,୭୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୨,୨୮୧ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୭% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୧,୨୨,୭୯୫ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୮,୪୬୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୬% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୬,୯୦,୫୧୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୯୯୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୦୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୭୫,୪୩୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୭%

ଆରୋଗ୍ୟ ହୋଇଛନ୍ତି ୯୮.୩୬%

ଏବଂ ମୃତ୍ୟୁ ସଂଖ୍ୟା ୧.୩୭%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୩୨, ୯୩, ୮୪, ୨୩୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୮୯, ୫୬, ୭୮୪

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୫, ୫୮, ୧୬, ୭୫୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୧, ୮୯, ୪୫୯

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୬୧ ୧୨୯
ଆନ୍ଧ୍ରପ୍ରଦେଶ ୧୯୫୪ ୨୦୫୮୨୮୯ ୧୮୮ ୧୪୪୬୫
ଅରୁଣାଚଳ ପ୍ରଦେଶ ୨୮ ୫୪୯୯୭ ୨୮୦
ଆସାମ ୨୪୫୭ ୬୦୯୮୫୪ ୧୩୭ ୬୧୩୦
ବିହାର ୬୩ ୭୧୪୧୪୩ ୧୨୦୯୦
ଚଣ୍ଡିଗଡ଼ ୫୫ ୬୪୪୯୨ ୧୦୭୬
ଛତିଶଗଡ ୩୭୪ ୯୯୩୨୧୯ ୩୪ ୧୩୫୯୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୯
ଦିଲ୍ଲୀ ୩୮୫ ୧୪୧୬୧୭୭ ୩୭ ୨୫୧୦୦
୧୦ ଗୋଆ ୪୩୬ ୧୭୫୫୦୧ ୫୮ ୩୪୮୨
୧୧ ଗୁଜୁରାଟ ୫୨୪ ୮୧୭୪୫୫ ୨୭ ୧୦୦୯୮
୧୨ ହରିୟାଣା ୨୫୦ ୭୬୧୬୮୪ ୧୩ ୧୦୦୫୫
୧୩ ହିମାଚଳ ପ୍ରଦେଶ ୬୩୯ ୨୨୩୪୦୫ ୫୬ ୩୮୬୦
୧୪ ଜାମ୍ମୁ କାଶ୍ମୀର ୧୫୯୫ ୩୩୨୬୫୯ ୨୦୪ ୪୪୯୧
୧୫ ଝାଡଖଣ୍ଡ ୧୩୦ ୩୪୪୧୪୯ ୧୪ ୫୧୪୧
୧୬ କର୍ଣ୍ଣାଟକ ୭୩୩୫ ୨୯୫୪୫୧୩ ୩୧୭ ୩୮୨୫୭
୧୭ କେରଳ ୩୯୨୪୦ ୫୧୦୮୭୬୪ ୪୩୦୮ ୪୨୮୨୪ ୨୪୫
୧୮ ଲଦାଖ ୨୧୨ ୨୧୩୭୭ ୨୦ ୨୧୫
୧୯ ଲକ୍ଷଦୀପ ୧୦୩୪୫ ୫୧
୨୦ ମଧ୍ୟପ୍ରଦେଶ ୧୫୫ ୭୮୨୬୫୩ ୧୩ ୧୦୫୨୯
୨୧ ମହାରାଷ୍ଟ୍ର ୧୦୧୩୧ ୬୪୯୧୮୦୫ ୮୬୯ ୧୪୧୨୪୩ ୨୦
୨୨ ମଣିପୁର ୩୨୮ ୧୨୩୧୭୯ ୩୨ ୧୯୮୯
୨୩ ମେଘାଳୟ ୨୧୪ ୮୨୯୯୦ ୧୮ ୧୪୭୬
୨୪ ମିଜୋରାମ ୩୧୦୦ ୧୩୪୫୯୬ ୨୨୩ ୫୧୬
୨୫ ନାଗାଲାଣ୍ଡ ୧୦୧ ୩୧୩୫୧ ୧୦ ୬୯୯
୨୬ ଓଡ଼ିଶା ୧୮୪୯ ୧୦୪୧୧୩୨ ୨୦୫ ୮୪୩୩
୨୭ ପୁଡୁଚେରୀ ୨୩୦ ୧୨୭୦୯୫ ୩୫ ୧୮୭୭
୨୮ ପଞ୍ଜାବ ୩୮୯ ୫୮୬୬୯୦ ୩୦ ୧୬୬୧୮
୨୯ ରାଜସ୍ଥାନ ୨୭୩ ୯୪୫୮୩୫ ୧୪ ୮୯୫୬
୩୦ ସିକ୍କିମ୍ ୨୧୦ ୩୧୮୦୫ ୧୨ ୪୦୬
୩୧ ତାମିଲନାଡୁ ୭୭୭୦ ୨୬୯୦୩୪୬ ୭୧୯ ୩୬୫୯୯ ୧୩
୩୨ ତେଲେଙ୍ଗାନା ୩୮୯୧ ୬୭୦୨୪୬ ୧୯୩ ୪୦୦୫
୩୩ ତ୍ରିପୁରା ୮୭ ୮୩୯୯୮ ୮୨୬
୩୪ ଉତ୍ତରାଖଣ୍ଡ ୧୫୧ ୩୩୬୮୭୯ ୨୬ ୭୪୧୨
୩୫ ଉତ୍ତରପ୍ରଦେଶ ୧୪୪ ୧୬୮୭୪୮୦ ୧୫ ୨୨୯୧୪
୩୬ ପଶ୍ଚିମବଙ୍ଗ ୭୫୬୨ ୧୫୯୫୪୫୨ ୬୧୨ ୧୯୫୯୪ ୧୦
ମୋଟ ୯୨୨୮୧ ୩୪୧୨୨୭୯୫ ୮୪୬୪ ୪୭୫୪୩୪ ୩୦୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.