Home Top News ଅନୁରାଗ କାଶ୍ୟପ, ବିକାଶ ବେହେଲ ଏବଂ ତାପସି ପନ୍ନୁଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଆୟକର...

ଅନୁରାଗ କାଶ୍ୟପ, ବିକାଶ ବେହେଲ ଏବଂ ତାପସି ପନ୍ନୁଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଆୟକର ବିଭାଗର ଛାପା

121
Image Credit - Times now Hindi

ନୂଆଦିଲ୍ଲୀ ମାର୍ଚ୍ଚ ୩, (ଓଡ଼ିଆ ପୁଅ) ଆୟକର ବିଭାଗ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କାଶ୍ୟପ, ବିକାଶ ବେହେଲ ଏବଂ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘରେ ଚଢ଼ାଉ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଛାପା ଫାଣ୍ଟମ୍ ଫିଲ୍ମସ୍ ସହିତ ଜଡିତ ଆୟକର ବିଭାଗ ମୁମ୍ବାଇର ଅନେକ ସ୍ଥାନରେ ଚଢ଼ାଉ କରୁଛି।

ଏହି ଲୋକଙ୍କ ବିରୋଧରେ ଆୟକର ଚୋରୀର ଏକ ବଡ଼ ଧରଣର ଅଭିଯୋଗ ଅଛି। ମୁମ୍ବାଇରେ ଏବଂ ଏହା ବାହାରେ ଥିବା ଏହି ଲୋକଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଚଢ଼ାଉ ଜାରୀହୋଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଚଢ଼ଉ କ୍ରମରେ ଅଧିକ ବଡ ନାମ ଆସିପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.