ନୂଆ ଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) Covid19 କୁ ଦୃଷ୍ଟିରେ ରଖି ଭାରତର ସମସ୍ତ ଟୋଲ ପ୍ଲାଜାରେ ଟୋଲ ସଂଗ୍ରହକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ କରୋନା ଜୀବାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ବୁଧବାର କହିଛନ୍ତି ଯେ ଜରୁରୀକାଳୀନ ସେବାରେ ନିୟୋଜିତ ଲୋକଙ୍କ କାର୍ଯ୍ୟକୁ ସହଜ କରିବା ପାଇଁ ଦେଶର ଜାତୀୟ ରାଜପଥରେ ଟୋଲ ସାମୟିକ ଭାବେ ନିଆଯିବ ନାହିଁ।
In view of Covid-19, it has been ordered to temporarily suspend the collection of toll at all toll plaza across India. This will not only reduce inconvenience to the supply of emergency services but also save critical time. #IndiaFightsCorona
— Nitin Gadkari (मोदी का परिवार) (@nitin_gadkari) March 25, 2020