Home ଓଡ଼ିଶା ଏହି ୫ଟି ଶିକ୍ଷାନୁଷ୍ଠାନକୁ ଇନଷ୍ଟିଚ୍ୟୁଟ୍ ଅଫ ଏମିନେନ୍ସ ଷ୍ଟାଟସ୍ – ଜାଣନ୍ତୁ କେଉଁ ଶିକ୍ଷାନୁଷ୍ଠାନକୁ ଉତ୍କୃଷ୍ଟ...

ଏହି ୫ଟି ଶିକ୍ଷାନୁଷ୍ଠାନକୁ ଇନଷ୍ଟିଚ୍ୟୁଟ୍ ଅଫ ଏମିନେନ୍ସ ଷ୍ଟାଟସ୍ – ଜାଣନ୍ତୁ କେଉଁ ଶିକ୍ଷାନୁଷ୍ଠାନକୁ ଉତ୍କୃଷ୍ଟ ସଂସ୍ଥାନ(ଆଇଓଇ) ର ମାନ୍ୟତା ମିଳିଲା

432

ନୂଆ ଦିଲ୍ଲୀ ୬-୯ (ଓଡ଼ିଆ ପୁଅ) ମାନବ ସଂସାଧନ ବିକାଶ ମନ୍ତ୍ରଣାଳୟ ଆଇଆଇଟି ଖଡ଼ଗପୁର(IITK), ଆଇଆଇଟି ମାଡ୍ରାସ୍ (IIT Madras), ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ (BHU), ଦିଲ୍ଲୀ ବିଶ୍ଵବିଦ୍ୟାଳୟ(DU), ହାଇଦ୍ରାବାଦ ବିଶ୍ଵବିଦ୍ୟାଳୟ ସହିତ ୫ଟି ସାର୍ବଜନିକ ସଂସ୍ଥାନକୁ ଉତ୍କୃଷ୍ଠ ସଂସ୍ଥାନ (ଆଇଓଇ) ର ମାନ୍ୟତା ପ୍ରଦାନ କରିଛନ୍ତି। ଏହି ନିର୍ଣ୍ଣୟ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ଵାରା ଗତ ମାସରେ କରାଯାଇଥିବା ଶୁପାରିଶର ଆଧାର ଉପରେ କରାଯାଇଛି।

ସେହିପରି ଟାରୋଟି ବେସରକାରୀ ଆଶାଯୀ ଶିକ୍ଷାନୁଷ୍ଠାନଙ୍କୁ ଲେଟର ଅପ୍ ଇଣ୍ଟେଣ୍ଟ ଜାରୀ କରାଯାଇଛି। ସେହି ଶିକ୍ଷାସଂସ୍ଥାଗୁଡ଼ିକ ହେଲେ ଅମୃତା ବିଦ୍ୟାପୀଠମ, ତାମିଲନାଡୁ, ଜାମିଆ ହମଦର୍ଦ ବିଶ୍ଵବିଦ୍ୟାଳୟ, କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡ୍ଟ୍ରିଆଲ ଟେକ୍ନୋଲ୉ଜୀ, ଓଡିଶା ଏବଂ ମୋହାଲୀ ସ୍ଥିତ ଭାରତୀ ଇନଷ୍ଟିଚ୍ୟୁଟ୍ ସାମିଲ ଅଟନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.