Home ଓଡ଼ିଶା ଆସନ୍ତାକାଲି, ଅପରାହ୍ନ ୩ ଟାରେ ପ୍ରକାଶ ପାଇବ ICSE ଏବଂ ISC ପରୀକ୍ଷା ଫଳ

ଆସନ୍ତାକାଲି, ଅପରାହ୍ନ ୩ ଟାରେ ପ୍ରକାଶ ପାଇବ ICSE ଏବଂ ISC ପରୀକ୍ଷା ଫଳ

305

ନୂଆ ଦିଲ୍ଲୀ ୯-୭ (ଓଡ଼ିଆ ପୁଅ) ଆସନ୍ତାକାଲି ଅପରାହ୍ନ ୩ ଟାରେ ICSE ଏବଂ ISC ପରୀକ୍ଷା ଫଳାଫଳ ଘୋଷଣା କରାଯିବ ବୋଲି ଆଜି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ICSE ପରୀକ୍ଷା ଫଳାଫଳ ଏବଂ ISC ପରୀକ୍ଷା ଫଳାଫଳ ଉଭୟ ଆସନ୍ତା କାଲି ଅପରାହ୍ନ ୩ ଟାରେ ପ୍ରକାଶିତ ହେବ।

ଛାତ୍ରମାନେ ICSE ବୋର୍ଡ ଫଳାଫଳ ୨୦୨୦ ଏବଂ ISC ବୋର୍ଡ ଫଳାଫଳ CISCE ର ଅଫିସିଆଲ୍ ୱେବସାଇଟ୍ – cisce.org ଏବଂ results.cisce.org ରେ ଉପଲବ୍ଧ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.