Home Coronavirus Outbreak COVID-19 ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀର ଉଲ୍ଲଂଘନ – ୨୬୩ ମାମଲା ରୁଜୁ

COVID-19 ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀର ଉଲ୍ଲଂଘନ – ୨୬୩ ମାମଲା ରୁଜୁ

542

ନୂଆ ଦିଲ୍ଲୀ ୩-୪ (ଓଡ଼ିଆ ପୁଅ) ୨.୪.୨୦୨୦ ସକାଳ ଠାରୁ ୩.୪.୨୦୨୦ ସକାଳ ମଧ୍ୟରେ COVID ୧୯ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ପାଇଁ ଓଡିଶାରେ ୨୬୩ ମାମଲା ପଞ୍ଜିକୃତ ହୋଇଛି। ଏଥିମଧ୍ୟରୁ, ଲକଡାଉନ ଉଲ୍ଲଂଘନ ପାଇଁ ୨୫୪ ମାମଲା ରୁଜୁ ହୋଇଥିବା ବେଳେ। ହୋମ କ୍ୱାରାଣ୍ଟିନର ଉଲ୍ଲଂଘନ ପାଇଁ ୩ ଟି ମାମଲା ଏବଂ COVID-19 ସହିତ ଜଡିତ ଅନ୍ୟାନ୍ୟ ପ୍ରସଙ୍ଗ ପାଇଁ ୬ ଟି ମାମଲା ରୁଜୁ ହାଇଥିବା ରାଜ୍ୟ ପୋଲିସ୍ ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.