Home Top News ଡ. ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ପାଳିତ ..

ଡ. ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ପାଳିତ ..

29

ଭୁବନେଶ୍ୱର/ଭଦ୍ରକ: ଆଜି ଡ. ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତ ଅନ୍ତର୍ଗତ ପଛତିରା ଶିଶୁ ମନ୍ଦିରରେ ପାଳିତ ହୋଇଯାଇଛି। ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶ ପୂର୍ବତନ ସଙ୍ଗଠନ ମନ୍ତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବାମୀ ଅଶ୍ରାୟାନନ୍ଦଜୀ ମହାରାଜ, ଚିନ୍ତାମଣି ପଣ୍ଡା, ଅକ୍ଷୟ ସାହୁ, ନଗୁଁଆ ସରପଞ୍ଚଙ୍କ ପ୍ରତିନିଧି ସୁବାସ ପାତ୍ର, ତୋଡ଼ଙ୍ଗା ନାଏବ ସରପଞ୍ଚ ଉର୍ବଶୀ ଜେନା, ସୁଧାକର ଧଳ, ପ୍ରଫୁଲ୍ଲ ସିଂ, ଗୟାଧର ପତି, ବାମଦେବ ଦାସ, ମୁରଲୀ ଓଝା, ଯୁବ ନେତା ବାପି ସ୍ୱାଇଁ ଏବଂ ପ୍ରାଣବନ୍ଧୁ ସାମଲ ପ୍ରମୂଖଙ୍କ ସମେତ ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.